Advertisement

Rahu gochar positive impact

alt
Rahu Transit 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ ଏକ ଛାୟା ଗ୍ରହ। କିନ୍ତୁ ଏହାର ସ୍ଥିତିର ପରିବର୍ତ୍ତନ ନିଶ୍ଚିତ ଭାବରେ ପ୍ରତ୍ୟେକ ରାଶିର ଲୋକଙ୍କ ଜୀବନକୁ କୌଣସି ପ୍ରକାରେ ପ୍ରଭାବିତ କରିଥାଏ। ରାହୁଙ୍କ ନକ୍ଷତ୍ର ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସେ ନିଜ ବନ୍ଧୁ ଶନିଙ୍କ ନକ୍ଷତ୍ର ଉତ୍ତରା ଭଦ୍ରାପଦରେ ଅବସ୍ଥିତ। ଏଭଳି ପରିସ୍ଥିତିରେ ରାହୁ ଶନିଙ୍କ ଶକ୍ତି ମଧ୍ୟ ପାଇଛନ୍ତି। ବର୍ତ୍ତମାନ ରାହୁ ଉତ୍ତର ଭଦ୍ରାପଦର ତୃତୀୟା ପଦରେ ଅବସ୍ଥିତ ଓ ଏଠାରେ ଏକ ମାସ ରହି ୧୦ ନଭେମ୍ବରରେ ନିଜର ସ୍ଥିତି ବଦଳାଇବେ। ରାହୁ ଶନି ନକ୍ଷତ୍ରରେ ଥିବାରୁ କିଛି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ। ଜାଣନ୍ତୁ ରାହୁ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ଥିବାରୁ କେଉଁ କେଉଁ ରାଶି ଚିହ୍ନର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ।  
Sep 26,2024, 16:18 PM IST

Trending news