କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ

କିଛି ଦିନ ଧରି ଟେଲିଭିଜନ ଓ ସୋସିଆଲ ମିଡିଆରେ ଦୁଇଟି ବିଜ୍ଞାପନ ବେଶ ଚର୍ଚ୍ଚାକୁ ଆସିଛି । ଯେଉଁଥିରେ ଗୋଟିଏ ହେଉଛି 'ମାନ୍ୟବର ମୋହେ'ର ବିଜ୍ଞାପନ, ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ବାହାଘରରେ କନ୍ୟା ହୋଇଥିବା ଦେଖିବାକୁ ମିଳିଛି ।

କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ

About the Author