ଭାଙ୍ଗିଗଲା ସବୁ ଜିଦ୍ ! ଶେଷରେ ବରଯାତ୍ରୀରେ ନାଚିଲେ ନସିରୁଦ୍ଦିନ୍

ଭାରତୀୟ ପାରମ୍ପରିକ ବିବାହ ଉତ୍ସବର ନିଖୁଣ ଚିତ୍ରଣ ଓ ଦିଲ୍ଲୀର ପରିବାରର ବାହାଘର ଉପରେ ହୋଇଥିବା, ଓ ବିଦେଶରେ ମୁକ୍ତିଲାଭ କରି ଆମେରିକାର ନର୍ଥ ଆମେରିକାନ ବକ୍ସ ଅଫିସ୍ ରେ ବେଶ ସୁନାମ ଅର୍ଜନ କରିଥିବା ଏହି ଚଳଚ୍ଚିତ୍ରର ପ୍ରିମିୟର ପାଇଁ ନିର୍ଦ୍ଦେଶକ ମୀରା ଏକ ଅଭିନବ ଚିନ୍ତା କଲେ।

 ଭାଙ୍ଗିଗଲା ସବୁ ଜିଦ୍ ! ଶେଷରେ ବରଯାତ୍ରୀରେ ନାଚିଲେ ନସିରୁଦ୍ଦିନ୍

About the Author