କିଣା ଯାଉନାହିଁ ପଞ୍ଜୀକୃତ ଚାଷୀଙ୍କ ଧାନ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି କୃଷକ

ପ୍ରତିବର୍ଷ ଜିଲ୍ଲାରେ ପଞ୍ଜୀକରଣ କରୁଥିବା ଚାଷୀଙ୍କ ମଧ୍ୟରୁ ୪୫ ପ୍ରତିଶତ ଚାଷୀଙ୍କ ଧାନ କିଣୁନାହାଁନ୍ତି ସରକାର । ପାଖାପାଖି ୨ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଅଭାବୀ ବିକ୍ରିର ସମ୍ମୁଖିନ ହେଉଥିବାର ଅଭିଯୋଗ କରିଛି ଋଷିକୂଲ୍ୟା ରଇତ ମହାସଂଘ । ଯାହାକୁ ନେଇ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ସମସ୍ୟାର ତୁରନ୍ତ ସମାଧାନ କରିବା ଲାଗି ଦାବି ହୋଇଛି ।

କିଣା ଯାଉନାହିଁ ପଞ୍ଜୀକୃତ ଚାଷୀଙ୍କ ଧାନ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି କୃଷକ