ଜରାଜୀର୍ଣ୍ଣ ଅବସ୍ଥାରେ ଲାଜପତ ରାୟ ଆଇନ ମହାବିଦ୍ୟାଳୟ, କୁଳପତି ମାନୁନାହାନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ

୧୯୬୫ ମସିହାରେ ସମ୍ବଲପୁର ଠାରେ ଲାଜପତ ରାଏ ଲ' କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା କିନ୍ତୁ ପରବର୍ତ୍ତି ସମୟରେ ତାକୁ ସମ୍ବଲପୁର ବିଶ୍ୱବଦ୍ୟାଳୟ ଅଧିନକୁ ଅଣାଯାଇଥିଲା। ସମ୍ବଲପୁରର ୫୬ ବର୍ଷ ପୁରାତନ ଆଇନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।

ଜରାଜୀର୍ଣ୍ଣ ଅବସ୍ଥାରେ ଲାଜପତ ରାୟ ଆଇନ ମହାବିଦ୍ୟାଳୟ, କୁଳପତି ମାନୁନାହାନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ
Image Credit: ଡିଜାଇନ୍ ଫଟୋ

About the Author