ଐତିହାସିକ କୀର୍ତ୍ତିରାଜି ସହ ଷଡ଼ଯନ୍ତ୍ର! ରାଣୀ ବଖରୀ ହେବ ନିମନ୍ତ୍ରଣ ରେସ୍ତୋରାଁ, ଅସନ୍ତୁଷ୍ଟ ଜନତା

ବର୍ଷକ ପୂର୍ଵରୁ ଇଣ୍ଟାକ ସହଯୋଗରେ ଏହାକୁ ପୁନଃରୁଦ୍ଧାର କରି ଚାକଚକ୍ୟ କରାଗଲା। ଯାହାକି ଲୋକଙ୍କ ବେଶ ଆକୃଷ୍ଟ କରୁଥିଲା। ହେଲେ ଏବେ ରାଜ୍ୟ ସରକାରଙ୍କ ଓଟିଡିସି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଣୀ ବଖରୀରେ ନିମନ୍ତ୍ରଣ ରେସ୍ତୋରାଁ ଯୋଜନାରେ ସାମିଲ କରି ରେସ୍ତୋରାଁ ଖୋଲିବା ପାଇ ନିଷ୍ପତ୍ତି ନିଆଯାଇଛି।

ଐତିହାସିକ କୀର୍ତ୍ତିରାଜି ସହ ଷଡ଼ଯନ୍ତ୍ର! ରାଣୀ ବଖରୀ ହେବ ନିମନ୍ତ୍ରଣ ରେସ୍ତୋରାଁ, ଅସନ୍ତୁଷ୍ଟ ଜନତା
Image Credit: ରାଣୀ ବଖାରୀ, ସମ୍ବଲପୁର

About the Author