ଜୀ ଓଡ଼ିଶା, ଭୁବନେଶ୍ୱର
Bangladeshi Lootera
ବାଂଲାଦେଶରେ ଭାରତୀୟ ଟଙ୍କା, ଏଟିଏମ ଟଙ୍କା ନେଇଛନ୍ତି ମିଡିଲ ମ୍ୟାନ
କିଭଳି ଆସିଲେ ଭୁବନେଶ୍ବର। ରହିଲେ କେଉଁଠି, କିଭଳି କଲେ ଏଟିଏମ ଲୁଟ। ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଗିରଫ ଦୁଇ ଲୁଟେରାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିସନରେଟ ପୋଲିସ।
Apr 17,2022, 22:49 PM IST
bengal monitor lizard
ଅଜଣା ଅଣ୍ଡାରୁ ଫୁଟିଲା ଗୋଧୀ ଛୁଆ, ୭ ମାସ ପରେ କୃତ୍ରିମ ଉପାୟରେ ଫୁଟିଲା ଅଣ୍ଡା
ସେହି ଅଣ୍ଡାକୁ ଉଦ୍ଧାର କରି ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ହସ୍ତାନ୍ତର କରି କୃତ୍ରିମ ଉପାୟରେ ଅଣ୍ଡା ଫୁଟେଇବା ବ୍ୟବସ୍ଥା କରାଯାଇଥିଲା।
Apr 16,2022, 20:13 PM IST
ଭୁବନେଶ୍ବରରେ ବୁଲୁଛନ୍ତି ବାଂଲାଦେଶୀ ଲୁଟେରା; ଏଟିଏମ ଲୁଟ ଘଟଣାରେ ରହିଛି ହାତ
ଲୁଟେରାଙ୍କୁ ଧରିବା ପରେ ମିଳିଥିଲା ଲୁଟେରାଙ୍କ ବାଂଲାଦେଶ ଲିଙ୍କ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଂଲାଦେଶର ଖୋକନ ମୌଲା ଏବଂ ମିଜାନୁର ରେହମନ ମୋଲ୍ଲା।
Apr 16,2022, 17:57 PM IST
Aparajita Sarangi
ଆଜି କାହିଁକି ରାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା?
କୋରୋନା କଟକଣା ହେଉ ଅବା ଅନ୍ୟକୌଣସି କାରଣ ପାଇଁ ଅନେକ ବର୍ଷ ଧରି ଭୁବନେଶ୍ୱର ଦିବସକୁ ପାଳନ କରାଯାଇନଥିଲା। କିନ୍ତୁ ଆଜି ଏହି ଦିନକୁ ପାଳନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହି ପ୍ରୟାସକୁ ନେଇ ସରକାରୀ ଦଳ ବାଃ ବାଃ ନେଉଥିବା ବେଳେ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ନିମନ୍ତ୍ରଣ ଦିଆନଯିବାକୁ ନେଇ ବିବାଦ ଆରମ୍ଭ ହୋଇଛି।
Apr 13,2022, 12:15 PM IST
jungle fire
ଜଙ୍ଗଲ ଜାଳିବାରେ ବି ଓଡ଼ିଶା 'ନମ୍ବର ୱାନ୍'! ଜାଣନ୍ତୁ, ସର୍ବାଧିକ ନିଆଁ ଲାଗିବାର କାରଣ
ଜଙ୍ଗଲ ହେଉଛି ଆଦିବାସୀଙ୍କ ମାଆ। ତେଣୁ ସେହି ଆଦିବାସୀ ସମ୍ପ୍ରଦାୟ ଲୋକ ଓ ତାଙ୍କ ଜନ ପ୍ରତିନିଧୀମାନଙ୍କୁ ନେଇ ବନ ବିଭାଗ ଏବେ ଏକ କମିଟି ଗଠନ କରିଛି। ଯାହାର ଫଳ ମଘ୍ୟ ଦେଖିବାକୁ ମିଳିଲା। ଗ୍ରାମବାସୀମାନେ ମିଳିତ ଭାବେ ବନ ବିଭାଗ ସହ ମିଶି ନିଆଁ ଯେଭଳି ନ ଲାଗେ ସେଥିପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
Apr 13,2022, 7:25 AM IST
murder case
ପ୍ରେସ ଛକ ହତ୍ୟାକାଣ୍ଡ: ଛୁରା ମାରିଥିବା ଅଭିଯୁକ୍ତ ମିଲୁ ଓ ସତ୍ଯ ଗିରଫ
ଆକ୍ରମଣକାରୀମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ଘଟାଇଥିବା ଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରି ଶନିବାର ଲୋକେ ପ୍ରେସ ଛକ ରାସ୍ତାକୁ ଅବରୋଧ କରିଥିଲେ।
Jan 16,2022, 11:15 AM IST
elephant death
ଅସୁରକ୍ଷିତ ଗଜ! 'ଅପଡେଟ୍ ହେଉନାହିଁ ବନ ବିଭାଗ, ହାତୀଙ୍କ ପ୍ରତି ଆତ୍ମୀୟତା ଅଭାବ'
କେମିତି ହେଲା ଦୁର୍ଘଟଣା? କାହାର ଥିଲା ଭୁଲ, ବନ ବିଭାଗ ନା ରେଳବାଇ ବିଭାଗ? କୁଆଡେ ଗଲା ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିବା ମାଳମାଳ ଯୋଜନା? ଏତେ ପଦକ୍ଷେପ ନେବା ପରେ ବି ଥମୁନି ହାତୀ ଦୁର୍ଘଟଣା? ଖୋର୍ଦ୍ଧା ଟାଙ୍ଗୀ ନିକଟରେ ଘଟିଥିବ ହାତୀ ଦୁର୍ଘଟଣାର କାରଣ ଖୋଜିବାକୁ ଉଦ୍ୟମ ବନ ବିଭାଗ ଜୋରଦାର କରିଛି।
Dec 28,2021, 9:05 AM IST
Corona Variant
ଓଡ଼ିଶା ଦୁଆରେ ଓମିକ୍ରନ, ଦୁର୍ବଳ ହେଉଛି ଭ୍ୟାକସିନ୍
ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ (Andhra Pradesh) ରେ ଓମିକ୍ରନ (omicron) ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶା ସଜାଗ ହୋଇଛି। ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଏନେଇ ସୂଚନା ରହିଛି ଏଥିପାଇଁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।
Dec 14,2021, 8:28 AM IST
odisha elephant
ଗଜ ପାଇଁ ସରକାରଙ୍କ ଦରଦ ନାହିଁ, ପ୍ରତି ୯ ଦିନରେ ଯାଉଛି ୪ ଜୀବନ
୨୦୧୭ ଗଣନାରେ ଏହା ୧୯୭୬କୁ ଖସି ଆସିଥିଲା। ଗତ ୧୦ ବର୍ଷରେ ହାତୀ ସଂଖ୍ୟା ବୃଦ୍ଧି ନ ପାଇବା ଚିନ୍ତାର କାରଣ ପାଲିଟିଛି। ସେପଟେ ବିଭାଗ- ବିଭାଗ ମଧ୍ୟରେ ସମନ୍ବୟ ନ ରହିବାରୁ ବାରମ୍ବାର ଶୀକାରୀମାନେ ଦାନ୍ତ ପାଇଁ ହାତୀଙ୍କୁ ମାରିବାକୁ ପଛାଉନାହାନ୍ତି।
Dec 8,2021, 7:46 AM IST
crime
'ନିଜ ସୁରକ୍ଷା ନିଜେ କରନ୍ତୁ'; କୋମାରେ କମିଶନରେଟ୍ ପୋଲିସ
ଭୁବନେଶ୍ବର ଡେଲଟା ଛକରେ ଥିବା ସୁନା ଦୋକାନକୁ ଗ୍ୟାସ କଟ୍ଟରରେ କାଟି କୋଟିଏ ଟଙ୍କାର ସୁନା ଲୁଟି ନେଇଥିବା ବେଳେ ରସୁଲଗଡ ଛକରେ ଛୁରାମାଡ କରି ବ୍ୟବସାୟୀଙ୍କ ଅନ୍ତବୁଜୁଳା ବାହାର କରିଦେଇଛନ୍ତି ଲୁଟେରା। ଏପଟେ ମୋଷ୍ଟ ପାୱାରଫୁଲ କମିଶନରେଟ ପୋଲିସର ପିସିଆର ବ୍ୟବସ୍ଥା ଠପ ହୋଇପଡିଛି।
Dec 7,2021, 7:18 AM IST
Odisha Weather Update
ଫେରିଗଲା ଜୱାଦ; ଆଜିଠୁ ବଦଳିବ ପାଗ, ଖସିବ ପାରା
ଗତ କିଛି ଦିନ ଧରି ଓଡିଶାବାସୀଙ୍କ ଡରାଇ ରଖିଥିବା ଜୱାଦର ଭୟ ଯାଇଛି। ସମୁଦ୍ର ମଧ୍ୟରେ ମୋଡ ବଦଳାଇବା ସହ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟା ଜୱାଦ ୱେଲମାର୍କ ଲୋ ପ୍ରେସରର ରୂପ ନେଉଛି। ପୁରୀ ଜିଲ୍ଲାରେ ଧକ୍କା ହେବା ବେଳେ ଗଭୀର ଅବପାତ ରୂପ ନେଇଥିବାରୁ ପୁରୀ ସମେତ ଉପକୂଳବର୍ତି ସମସ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି।
Dec 6,2021, 8:07 AM IST
odisha coronavirus
ରାଜ୍ୟର ୫ ଜିଲ୍ଲାରେ ହଠାତ ବଢ଼ିଲା କୋରୋନା ସଂକ୍ରମଣ, ଏମିତି ସଫେଇ ଦେଲେ ସରକାର
ରାଜ୍ୟର ୬ ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେଉଁଝର, ଅନୁଗୁଳ ଓ ବଲାଙ୍ଗୀର ଆଦି ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଥିଲା। ଗୋଟାଏ ପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିନ୍ତା ପ୍ରକାଶ କରିଛନ୍ତି।
Dec 5,2021, 14:37 PM IST
cyclone Jawad
ମଧ୍ୟାହ୍ନରେ ପିଟିହେବ 'ଜୱାଦ', ଏହି ସବୁ ଜିଲ୍ଲାରେ ପଡିବ ଅଧିକ ପ୍ରଭାବ
ଦୁର୍ବଳ ହେଲା ବାତ୍ୟା। ହେଲେ ବଢିବ ବର୍ଷା। ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ରବିବାର ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ ବୋଲି ଆକଳନ କରାଯାଇଛି।
Dec 5,2021, 7:01 AM IST
Odisha
ପିଲାଙ୍କ କଳାହଳରେ କମ୍ପିଲା ବିଧାନସୌଧ, ନେତାଙ୍କୁ ଦେଲେ ଏହି ଶିକ୍ଷା
ବସିଛି ବିଧାନସଭାର ଅଧିବେଶନ। ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି। ବିରୋଧୀ ଉଠାଉଛନ୍ତି ପ୍ରସଙ୍ଗ। ହୋହାଲ୍ଲା ମଧରେ କମ୍ପୁଛି ପୁରୁଣା ବିଧାନସଭା। ବିଧାନସଭାର ଭ୍ରମ ସୃଷ୍ଟି କରିଥିବା ଏହା ହେଉଛି ପୁରୁଣା ବିଧାନସଭାର ଅଧିବେଶନ ପ୍ରକୋଷ୍ଟ।
Nov 30,2021, 7:34 AM IST
Crime crime against women
କ୍ରାଇମ୍ କ୍ୟାପିଟାଲ୍ ଭୁବନେଶ୍ୱର! ବିକାଶରେ ପଛଆଡୁ ୧୩, ଅପରାଧରେ ଉପରୁ ୭
ମହିଳାଙ୍କ ପାଇଁ ରାଜଧାନୀ ଭୁବନେଶ୍ବର ଅସୁରକ୍ଷିତ। ନୀତି ଆୟୋଗ (Niti Ayog) ର ସହରାଞ୍ଚଳର ବିକାଶ ମାନ୍ୟତା ପାଇଁ ମନୋନୀତ ହୋଇଥିବା ୫୬ଟି ସହର ମଧ୍ୟରେ କେବଳ ଓଡ଼ିଶାର ରାଜଧାନୀ (Odisha Capital) ଭୁବନେଶ୍ୱର ୪୪ତମ ସ୍ଥାନ ହାସଲ କରିଛି।
Nov 26,2021, 7:42 AM IST
Odisha Govt
ସାବାଡ ହେବେ ସାଇବର ଠକ, ରାଜ୍ୟ ସରକାର ନେଲେ ଏହି ପଦକ୍ଷେପ
ଚଳିତବର୍ଷ ଜାନୁୟାରୀ ୧ରୁ ମେ ୩୧ ମଧ୍ୟରେ ରାଜ୍ୟରେ ପ୍ରାୟ ୭୭୯ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ୨୦୧୯ତୁଳନାରେ ୨୦୨୦ରେ ଓଡ଼ିଶାରେ ସାଇବର ଅପରାଧ ଅପରାଧ ୩୧% ବୃଦ୍ଧି ପାଇଛି। ଓଡିଶା ପୋଲିସର ପରିସଂଖ୍ୟାନ ଅନୁଯାୟୀ ଗତବର୍ଷ ୨୦୧୯ରେ ୧୪୭୫ ଓ ୨୦୨୦ରେ ୧୯୩୧ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି।
Nov 20,2021, 9:05 AM IST
Corona
ବିଦେଶରେ ବଢିଲାଣି ସଙ୍କଟ, ଭାରତକୁ ପଶିଲାଣି ଛନକା
ଲୋକେ ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି । ଯାହା ଆଗାମୀ ସମୟରେ ଲୋକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
Nov 15,2021, 19:43 PM IST
ଅପରାଧ ରୋକିବ କି ଗୁଣ୍ଡା ଆଇନ? ପୋଲିସ କମିଶନର ଦେଲେ ହାସ୍ୟାଷ୍ପଦ ବୟାନ
କେବଳ ଯେ ଆଇନ କରିଦେଲେ ଅପରାଧ କମିବ ବୋଲି କହିହେବନି। ପୋଲିସ ବିଭାଗରେ କାମ କରୁଥିବା ଅଧିକାରୀଙ୍କ ମାନସିକତା ମଧ୍ୟ ବଦଳିବା ଆବଶ୍ୟକ ହୋଇପଡିଛି।
Nov 7,2021, 19:28 PM IST
RAW agent
ଠକିନେଲେ ୧ କୋଟି ୧୭ ଲକ୍ଷ ଟଙ୍କା, RAW ଅଧିକାରୀ କହି, ଲଗାଉଥିଲେ ଚୂନ
ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ନିଜକୁ ରିସର୍ଚ ଆଣ୍ଡ ଆନାଲିସିସ ୱିଙ୍ଗର କର୍ମଚାରୀ କହୁଥିବା ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟଜଣେ ମହିଳା ଫେରାର ଥିବା ଜଣାପଡିଛି ।
Oct 30,2021, 20:15 PM IST
Manish Anurag Murder
ଅଭିଯୁକ୍ତ କହିଲେ ମନୀଷ ମୃତ୍ୟୁର ସତ କଥା...
ଏବେ ପ୍ରଶ୍ନ ଉଠୁଛି ଗିରଫ ପରେ ରିମାଣ୍ଡ ଆଉ ରିମାଣ୍ଡ ପରେ ପଲିଗ୍ରାଫ ଟେଷ୍ଟ କରିବାକୁ କମିଶନରେଟ ପୋଲିସକୁ କି ଆବଶ୍ୟକତା ପଡିଲା । ତଦନ୍ତ ବେଳେ ପୋଲିସ କୌଣସି ତଥ୍ୟ ପାଇନଥିଲା କି ।
Oct 26,2021, 20:12 PM IST
Zee Odisha Impact
ସାଉଥ ସିଟିର ଭିତିରି ରହସ୍ୟ: ପଡ଼ିଛି ପୁଳା ପୁଳା ଟଙ୍କା , ବାହାରିଲା ପେଟି ପେଟି ମଦ
ଜୀ ଓଡ଼ିଶାରେ ପ୍ରଥମେ ଏହି ଖବର ପ୍ରସାରଣ ହେବା ପରେ, ଭୁବନେଶ୍ୱର ଡିସିପି ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର କମିଶନରେଟ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ପ୍ରସନ୍ନଙ୍କୁ ନିଲମ୍ବିତ କରିଛନ୍ତି ଡିସିପି ।
Oct 22,2021, 19:45 PM IST
Manish Anurag Death Case Primary Report
ମନୀଷ ଅନୁରାଗ ମୃତ୍ୟୁ ଘଟଣା; ବଢୁଛି ସସପେନ୍ସ , ରିପୋର୍ଟ ଅପେକ୍ଷାରେ କମିଶନରେଟ ପୋଲିସ
ଧିରେ ଧିରେ ଖୋଲିବାକୁ ଆରମ୍ଭ ହୋଇଛି ଏହି ମୃତ୍ୟୁ ଘଟଣାର ରହସ୍ୟ।
Oct 12,2021, 18:48 PM IST
Manish Anurag Death Case
ଅନୁରାଗଙ୍କ ମୃତ୍ୟୁ ଘଟଣା; ହତ୍ୟା ଅଭିଯୋଗ ଆଣିଲେ ବାପା
ଲିଖିତ ଭାବରେ ହତ୍ୟା ମାମଲା ରୁଜୁ ହୋଇନଥିବାରୁ ଅପହରଣ ମାମଲାକୁ ନେଇ ତଦନ୍ତ ଚଳାଇଛି ପୋଲିସ।
Oct 11,2021, 23:07 PM IST
Parvan Season
ଆରମ୍ଭ ହେଲା ପାର୍ବଣ; ଅପରାଧ ନିୟନ୍ତ୍ରଣ ପାଇଁ ଅଣ୍ଟାଭିଡି଼ଲା କମିଶନରେଟ ପୋଲିସ
ଡ୍ରଗ୍ସ ଉପରେ ନିୟନ୍ତ୍ରଣ ଆସିଲେ ଅପରାଧ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା କରାଯାଉଛି।
Oct 9,2021, 21:52 PM IST
Pangolin Smuggling Racket
ଜାରି ରହିଛି ଚୋରାଚାଲାଣ; ବନ୍ୟ ଜନ୍ତୁଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଓଡିଶାରୁ ପଶ୍ଚିମବଙ୍ଗ ନେପାଳ ଦେଇ ମିଆଁମାର, ଚୀନ ଏଭଳି ରାସ୍ତାରେ ହେଉଛି ବିଲୁପ୍ତପ୍ରାୟ ବନ୍ୟ ଜନ୍ତୁଙ୍କ ଶୀକାର ସହ ସେମାନଙ୍କର ଚୋରାଚାଲାଣ ସହ କିଣାବିକା କାରବାର।
Oct 6,2021, 21:56 PM IST
ISI
ISI Intelligence Mission: ବିପଦରେ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା
ଏଭଳି ଗୁଇନ୍ଦାଗିରି ଦେଶରେ ଏହା ପ୍ରଥମ ନୁହଁ। ପୂର୍ବରୁ ଅନେକ ଥର ଅନେକ ସମ୍ବେଦନଶୀଳ ସ୍ଥାନରେ ଗୁଇନ୍ଦାଗିରି କରି ତଥ୍ୟ ହାସଲ କରିବାକୁ ଯୋଜନା କରିଛି ISI।
Oct 6,2021, 21:17 PM IST
Festive Offer
ପାର୍ବଣ ବେଳେ ସକ୍ରିୟ ହେଲେଣି ସାଇବର ଠକ; କପରି ସଚେତନ ହେବେ ଲୋକ?
ଏନସିଆରବି ତଥ୍ୟ କହୁଛି ଗତ ବର୍ଷ ରାଜ୍ୟରେ ୩୦ ପ୍ରତିଶତ ସାଇବର ଅପରାଧ ବୃଦ୍ଧି ପାଇଛି।
Oct 4,2021, 18:47 PM IST
Puri
ଇତିହାସର ଆଇନାରେ ପିପିଲି ନିର୍ବାଚନ
ପିପିଲି ବିଧାନସଭା ନିର୍ବାଚନରେ ମତଦାନ ହାର ୨୦୦୦ ମସିହାରେ ୭୦.୮% ଥିବାବେଳେ ପ୍ରଦୀପ ମହାରଥୀ ୨୨,୭୨୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ବିଜେଡି ନେତା ମହାରଥୀ ୨୦୦୪ ନିର୍ବାଚନରେ ମତଦାନ ହାର ୭୩.୪ ପ୍ରତିଶତ ଥିବାବେଳେ ୧୦,୬୧୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।
Oct 3,2021, 8:43 AM IST
Pipili By Elelction Result
ପ୍ରସ୍ତୁତି ଶେଷ; ଆସନ୍ତାକାଲି ପ୍ରକାଶ ପାଇବ ପିପିଲି ଫଳ
ଗଣତି କରିବାକୁ ମୋଟ ୬୨ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
Oct 2,2021, 22:15 PM IST
Chit Fund Loot
ଜାରି ରହିଛି ଚିଟଫଣ୍ଡ ଠକେଇ; ଲୁଟିବାକୁ ଅନେଇ ରହିଛନ୍ତି ସାଇବର ହ୍ୟାକର
ସାଇବର ଅପରାଧର କୌଣସି ସୀମା ରହିନଥିବାରୁ ଅପରାଧି ରାଜ୍ୟ ବାହାରେ ଟାର୍ଗେଟ କରି ଲୁଟି ଚାଲିଛନ୍ତି ଟଙ୍କା।
Oct 2,2021, 21:00 PM IST
covid help scheme
ESI ବୀମାଭୁକ୍ତ କର୍ମଚାରୀଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର
ମୃତ ଶ୍ରମିକଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ବାର୍ଷିକ ୧୨୦ ଟଙ୍କା ଅଂଶଧନରେ ESI ଚିକିତ୍ସାଳୟର ସେବା ମଧ୍ୟ ପାଇପାରିବେ। ଏହା ସହ କୋଭିଡ ୧୯ କ୍ଷୟକ୍ଷତି ନେଇ ଶ୍ରମିକଙ୍କ ମଜୁରୀର କ୍ଷତିପୂରଣ, ମୃତ ଶ୍ରମିକଙ୍କ ଅନ୍ତେଷ୍ଟି କ୍ରିୟା ଦେୟ ପ୍ରଦାନ ଭଳି ସୁବିଧା ମଧ୍ୟ ESI କାର୍ଯ୍ୟାଳୟ ପକ୍ଷରୁ ଯୋଗଇ ଦେବା ଆରମ୍ଭ କରାଯାଇଛି।
Sep 29,2021, 8:15 AM IST
pharmacist
ଏଣିକି ରୋଗୀଙ୍କୁ ଔଷଧ ଦେବେ ଫାର୍ମାସିଷ୍ଟ; କରିବେ ସ୍ବାସ୍ଥ୍ୟ ପରୀକ୍ଷା
କେବଳ ଜ୍ବର, ମାଲେରିଆ, ଛିଙ୍କ, କାଶ, ଚର୍ମରୋଗ, ଡାଇରିଆ, ଆଘାତ, ପୋଡାଜଳା, ଅଣସଂକ୍ରମଣ ଭଳି ୧୩ ପ୍ରକାର ରୋଗ ପାଇଁ ଫାର୍ମାସିଷ୍ଟ ରୋଗୀଙ୍କୁ ଔଷଧ ଦେଇପାରିବେ।
Sep 23,2021, 16:00 PM IST
Odisha forest department
ଅମାନିଆ ହାତୀକୁ ରୋକିବ ମହୁମାଛି
ଜନବସତି ମୁହାଁ ହେଉଥିବା ହାତୀଙ୍କୁ ରୋକିବା ପାଇଁ ମହୁମାଛି (Bee) ଙ୍କୁ ଉପଯୋଗ କରାଯିବ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ମହୁମାଛି ବାକ୍ସ ଗୁଡାକୁ ତାରରେ ସଂଯୋଗ କରାଯିବ।
Sep 14,2021, 17:10 PM IST
Corona Pandemic Third Wave
Covid19 Alert: ତୃତୀୟ ଲହର ସମୟରେ ଶିଶୁଙ୍କ ସୁରକ୍ଷା ପାଇଁ ବଢିଲା ଚିନ୍ତା
ରାଜ୍ୟକୁ ଘାରିଛି କୋରନା ମହାମାରୀର ତୃତୀୟ ଲହର ଭୟ।
Aug 13,2021, 23:15 PM IST
Odisha ପାଲଟୁଛି ଧଳାଜହର ବେପାରୀଙ୍କ ଏନ୍ତୁଡିଶାଳ
ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବାଲେଶ୍ବର, ଜଳେଶ୍ବର, ଦୀଘା ଦେଇ ରାଜ୍ୟ ମଧ୍ୟକୁ ବ୍ରାଉନସୁଗର ଚାଲାଣ ହେଉଥିବା ବେଳେ ପଡୋଶୀ ଦେଶ ବାଂଲାଦେଶରୁ ସମୁଦ୍ରପଥରେ ଚାଲାଣ ହେଉଛି ଧଳ ଜହର।
Aug 13,2021, 22:43 PM IST
Bangladeshi terrorist
Odisha ବୁଲିବା ପରେ Kolkata ସହରରୁ Bangladeshi Terrorist ଗିରଫ
ଓଡିଶା, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟକୁ ଆତଙ୍କବାଦୀ ଟାର୍ଗେଟ କରୁଥିବା ନେଇ ଆଶଙ୍କା କରାଯାଇଥିଲା।
Jul 13,2021, 20:42 PM IST
Chandaka Police
ଠକକୁ ଅପହରଣ; ଅପହୃତଙ୍କ ସହ ଅପହରଣକାରୀ ଗିରଫ
ଅପହୃତ ଠକଙ୍କ ପତ୍ନୀଙ୍କ ଅଭିଯୋଗ ପରେ ଅପହରଣକାରୀଙ୍କ ଠାରୁ ଅପହୃତଙ୍କୁ ଉଦ୍ଧାର କରି ଠକ ସ୍ୱାମୀଙ୍କୁ ବାନ୍ଧିଛି ଚନ୍ଦକା ପୋଲିସ।
Jul 12,2021, 18:55 PM IST
ଗୋଧି ପାଇଁ ୫ ଦିନ ଗାଧୁଆ ଘର ବନ୍ଦ
କାନ୍ଥରେ ଟାଇଲ ଲାଗିଥିବା ହେତୁ ଗୋଧିଟି ଆଉ ଉପରକୁ ଚଢି ପାରି ନଥିଲା। ଘର ଲୋକେ ଗୋଧି ଟିକୁ ଗାଧୁଆ ଘରୁ ତଡିବା ପାଇଁ bleaching ପାଉଡର ମଧ୍ୟ ଚଟାଣ ଉପରେ ଛିଞ୍ଚି ଥିଲେ, ହେଲେ କବାଟ ବନ୍ଦ ଥିବାରୁ ଗୋଧିଟି ବାହାରକୁ ବାହାରି ନଥିଲା।
Jul 12,2021, 7:32 AM IST
paddy procurement
ଧାନ ବିକ୍ରି ପାଇଁ ଚାଷୀ କରିବେ ସାନୀ ପଞ୍ଜୀକରଣ, ବିରୋଧ ଉଠାଇଲେ ପ୍ରଶ୍ମ
ବିଗତ ଖରିପ ଋତୁରେ ଧାନ କିଣାବିକାରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଏବଂ ଚାଷୀଙ୍କ ଟୋକନ ସମୟ ଅବଧି ଚାଲିଯିବାରୁ କମ ଟଙ୍କାରେ ଧାନ ବିକ୍ରୟ କରିବାରୁ ବାଧ୍ୟ ହୋଇଥିଲେ ଚାଷୀ।
Jul 11,2021, 21:00 PM IST
Corona Third Wave
Odisha ପାଇଁ ମହଙ୍ଗା ପଡି଼ଛି Tripura Delta Plus variant
ଅନ୍ୟ ରାଜ୍ୟରେ ଦେଖା ଦେଉଥିବା ଲାମ୍ବଡା, ଡେଲଟା ପ୍ଲସ ଭ୍ୟାରିଏଣ୍ଟ ତୃତୀୟ ଲହରର କାରଣ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
Jul 11,2021, 20:17 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.