Boudh News: ଜେଲ ଶୌଚାଳୟ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Boudh News: ବୌଦ୍ଧ ଉପ-କାରାଗାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି କଏଦୀ । ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତକ ହେଲେ ଜମଘାଟି ଗାଁର ରବୀନ୍ଦ୍ର ମେହେର । ରବୀନ୍ଦ୍ର ଜେଲ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

Boudh News: ଜେଲ ଶୌଚାଳୟ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Image Credit: ସୌ(ସୋସିଆଲ ମିଡିଆ)

About the Author