Advertisement
Article Detail0/zeeodisha/odisha1917215
Zee OdishaOdisha Education And Jobଖାଲି ପଡ଼ିଛି ସରକାରୀ ୧୩୦୦ ପଦବି, ଆଜି ଆବେଦନର ଶେଷ ତାରିଖ, ନିଜ ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ..

ଖାଲି ପଡ଼ିଛି ସରକାରୀ ୧୩୦୦ ପଦବି, ଆଜି ଆବେଦନର ଶେଷ ତାରିଖ, ନିଜ ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ..

OSSSC Job: ରାଜ୍ୟରେ ଚାକିରି ପାଇଁ ଆଶାୟୀ ଥିବା ଯୁବ ପୀଢ଼ିଙ୍କ ପାଇଁ ଖୁସି ଖବର। ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ( OSSSC) ପକ୍ଷରୁ ୯୨୧ଟି ଲ୍ୟାବ ଟେକ୍ନିସିଆନ ପଦ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି।ଆଜି ହେଉଛି ଆବେଦନର ଶେଷ  ଦିନ। 

ଖାଲି ପଡ଼ିଛି ସରକାରୀ ୧୩୦୦ ପଦବି, ଆଜି ଆବେଦନର ଶେଷ ତାରିଖ, ନିଜ ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ..

OSSSC Job: ରାଜ୍ୟରେ ଚାକିରି ପାଇଁ ଆଶାୟୀ ଥିବା ଯୁବ ପୀଢ଼ିଙ୍କ ପାଇଁ ଖୁସି ଖବର। ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ( OSSSC) ପକ୍ଷରୁ ୯୨୧ଟି ଲ୍ୟାବ ଟେକ୍ନିସିଆନ ପଦ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି।ଆଜି ହେଉଛି ଆବେଦନର ଶେଷ  ଦିନ। ଓଡ଼ିଶା ସରକାରଙ୍କ ଅଧିନରେ ଥିବା ଏହି ଚାକିରି ପାଇଁ ୧୩୦୦ ପଦରେ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ମାସ ୧୬ ତାରିଖ ପୂର୍ବରୁ ଆଜି ମଧ୍ୟରେ ଆବେଦନ କରିବା ଆବଶ୍ୟକ।

ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ସହିତ ମେଡିକାଲ ଲାବୋରେଟୋରି ଟେକ୍ନୋଲୋଜିରେ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ଚାକିରି ପାଇଁ ଆବେଦନ କରି ପାରିବେ। ପ୍ରାର୍ଥୀଙ୍କର ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ କ୍ଲିକ୍ କରି ଏ ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇ ପାରିବେ।

ଲ୍ୟାବ ଟେକ୍ନିସିଆଲ ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/LT-Adv-709.PDF

Add Zee News as a Preferred Source

ଲ୍ୟାବ ଟେକ୍ନିସିଆଲ ଆବେଦନ ଲିଙ୍କ: https://www.osssc.gov.in/Public/OSSSC/Default.aspx

ରେଡିଓଗ୍ରାଫର ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/Radiographer-Full-adv-717.PDF

ରେଡିଓଗ୍ରାଫର ଆବେଦନ ଲିଙ୍କ: https://www.osssc.gov.in/Public/Pages/Post_detail_information.aspx

Also Read: ESIC ରେ ହେଉଛି ବମ୍ଫର ନିଯୁକ୍ତି, ଏହି ଷ୍ଟେପ୍ ଫଲ୍ଲୋ କରି ଫଟାଫଟ୍ କରନ୍ତୁ ଆବେଦନ

About the Author