ESIC Recruitment 2023: ସହକାରୀ ପ୍ରଫେସର ପଦ ପାଇଁ ଆବେଦନ କରନ୍ତୁ, ୧.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଦରମା
Advertisement

ESIC Recruitment 2023: ସହକାରୀ ପ୍ରଫେସର ପଦ ପାଇଁ ଆବେଦନ କରନ୍ତୁ, ୧.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଦରମା

ESIC Recruitment 2023 News In Odia: କର୍ମଚାରୀ ରାଜ୍ୟ ବୀମା ନିଗମ(Employees’ State Insurance Corporation) କୋଲକାତାର ଜୋକାରେ ଇଏସଆଇ-ପିଜିଆଇଏମଏସଆର,ଇଏସଆଇ ମେଡିକାଲ କଲେଜ୍ ଆଣ୍ତ ହସପିଟାଲ କଲେଜରେ (ESI-PGIMSR, ESIC Medical College & Hospital College in West Bengal) ଏକାଧିକ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀମାନେ ଫେବୃଆରୀ ୨୩ରୁ ଆବେଦନ କରିପାରିବେ। ଏହାର ଅଫିସିଆଲ ଓ୍ବେବସାଇଟ deanpgi-joka.wb@esic.nic.in କୁ ଇମେଲ ମାଧ୍ୟମରେ ଆବେଦନ କରିପାରିବେ। 

କର୍ମଚାରୀ ରାଜ୍ୟ ବୀମା ନିଗମର ନିଯୁକ୍ତି ବିବରଣୀ :
ମୋଟ ପଦବୀ: ୩ଟି ପୋଷ୍ଟ ।
କମ୍ୟୁନିଟି ମେଡିସିନ୍ ବିଭାଗ: ଗୋଟିଏ ପୋଷ୍ଟ ।
ଆନାଟୋମି ବିଭାଗ: ଗୋଟିଏ ପୋଷ୍ଟ ।
ମାଇକ୍ରୋବାୟୋଲୋଜି ବିଭାଗ: ଗୋଟିଏ ପୋଷ୍ଟ ।

Also Read : Vastu Tips For Kitchen: ଦାରିଦ୍ର୍ୟତାରୁ ରକ୍ଷା କରେ ରୋଷେଇ ଘରର ଏହି ୫ଟି ଜିନିଷ, ସରିଗଲେ ବିପଦ...

Also Read : Hair Care Tips: ଲମ୍ବା ଓ ଘନ କେଶ ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ଟିପ୍ସ, ସପ୍ତାହକରେ ପାଇବେ ରେଜଲ୍ଟ

ବୟସ ସୀମା : ଇଣ୍ଟରଭ୍ୟୁ ସମୟରେ  ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏବଂ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ୬୯ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ । 

ଶିକ୍ଷାଗତ ଯୋଗ୍ୟତା : ଆଗ୍ରହୀ ପ୍ରାର୍ଥୀମାନେ ସ୍ବୀକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ସମ୍ପୃକ୍ତ ବିଷୟ ଉପରେ ଏମଡି / ଏମଏସ୍ / ଡିଏନବି ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଜରୁରୀ |

ଚୟନ ପ୍ରକ୍ରିୟା: ଚୟନ ବୋର୍ଡ ସମ୍ମୁଖରେ ସାକ୍ଷାତକାରରେ ପ୍ରାର୍ଥୀଙ୍କ କାର୍ଯ୍ୟଦକ୍ଷତା ଆଧାରରେ ଚୟନ କରାଯିବ।

ଆବେଦନ ଶୁଳ୍କ : ଆଶାୟୀମାନେ  ଏସସି / ଏସଟି  / ମହିଳା ପ୍ରାର୍ଥୀଙ୍କ ଠାରୁ କୌଣସି ଦେୟ ଦେବାକୁ ପଡିବନି। 

ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀ: ୨୫୫ ଟଙ୍କା ।

ଆବଶ୍ୟକ ଡକ୍ୟୁମେଣ୍ଟ୍ : ଏହି ବିଜ୍ଞପ୍ତି ସହିତ ନିର୍ଦ୍ଦିଷ୍ଟ ଆବେଦନ ଫର୍ମର ଗୋଟିଏ ସେଟ୍ A4 ଆକାରର କାଗଜରେ ମୁଦ୍ରିତ ହେବା ଆବଶ୍ୟକ ଏବଂ ସାକ୍ଷାତକାର ଦିନ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ସଠିକ୍ ଭାବରେ ଭରାଯାଇ ଦାଖଲ କରାଯିବା ଉଚିତ୍ ।  ଏହାସହିତ ଆପଣଙ୍କର ଦୁଇଟି ପାସଫୋର୍ଟ ସାଇଜର ଫଟୋକପି ମଧ୍ୟ ଡକ୍ୟୁମେଣ୍ଟରେ ସାମିଲ କରିବା ଆବଶ୍ୟକ। ଏହାସହ ସମସ୍ତ ଶିକ୍ଷାଗତର ଜେରକ୍ସ କପିରେ ଆପଣଙ୍କ ସିଗନେଚର ରହିବା ମଧ୍ୟ ଆବଶ୍ୟକ । 

କେଉଁଠାରେ ଆବେଦନ କରିବେ: ଆଶାୟୀ ପ୍ରାର୍ଥୀମାନେ ଫେବୃଆରୀ ୨୩ ଅପରାହ୍ନ ଗୋଟେ ପୂର୍ବରୁ ଶିକ୍ଷାଗତର ଜେରକ୍ସ କପିର ଏକ ସେଟ ସହ ୨ଟି ପାସଫୋର୍ଟକୁ ଡିନ୍ ଅଫିସ୍, ESI-PGIMSR & ESIC ମେଡିକାଲ୍ କଲେଜ୍, ଜୋକା, କୋଲକାତା -700104 ପଠାଇପାରିବେ।

ଦରମା:
ଆସିଣ୍ଚାଣ୍ତ ପ୍ରଫେସର -୧,୨୭,୧୪୧ ଟଙ୍କା ରହିଛି ।

ଅଧିକ ବିବରଣୀ ପାଇଁ ଆପଣ deanpgi-joka.wb@esic.nic.inକୁ ଭିଜିଟ୍ କରିପାରିବେ।

Also Read :  Sainik School Recruitment: ସୈନିକ ସ୍କୁଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ମିଳିବ ୩୫ ହଜାରରୁ ଅଧିକ ଦରମା