Salman Khan: ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ୩ ରାଉଣ୍ତ ଗୁଳି, ସୁରକ୍ଷା ବଢାଇଲା ପୋଲିସ

Salman Khan: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ । ଦୁଇ ଜଣ ଦୁର୍ବୃତ୍ତ ଭୋର ବାଇକ ଯୋଗେ ଆସି ୪.୫୫ ସମୟରେ ଅଭିନେତାଙ୍କ ଘର ବାହାରେ ୩ ରାଉଣ୍ତ ଗୁଳି ଚଳାଇଥିବା ସୂଚନା ମିଳିଛି । ସେତେବେଳେ ସଲମାନ ଘରେ ଥିବା କୁହାଯାଉଛି ।

Salman Khan: ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ୩ ରାଉଣ୍ତ ଗୁଳି, ସୁରକ୍ଷା ବଢାଇଲା ପୋଲିସ

About the Author