‘ଉଦଣ୍ଡୀ ସୀତା’ ବଦଳାଇଦେଲା ମୁଖ୍ୟମନ୍ତ୍ରୀ ! ଫିଲ୍ମ ରିଲିଜ ହେବାକୁ ଲାଗିଗଲା ୮ ମାସ
Advertisement
Article Detail0/zeeodisha/odisha2299644

‘ଉଦଣ୍ଡୀ ସୀତା’ ବଦଳାଇଦେଲା ମୁଖ୍ୟମନ୍ତ୍ରୀ ! ଫିଲ୍ମ ରିଲିଜ ହେବାକୁ ଲାଗିଗଲା ୮ ମାସ

Ollywood News: ସରକାର ବଦଳିଲା ପରେ ସିନେମା ରିଲିଜ କରିବାକୁ ସକ୍ଷମ ହୋଇପାରିଲେ ଅଶ୍ୱିନ ତ୍ରିପାଠୀ ଓ ଟିମ୍ ।

‘ଉଦଣ୍ଡୀ ସୀତା’ ବଦଳାଇଦେଲା ମୁଖ୍ୟମନ୍ତ୍ରୀ ! ଫିଲ୍ମ ରିଲିଜ ହେବାକୁ ଲାଗିଗଲା ୮ ମାସ

ଭୁବନେଶ୍ବର: ସିନେମା ‘ସୀତା’ ସଂଘର୍ଷର କାହାଣୀର ସାମ୍ବାଦିକ ସମ୍ମିଳନୀ ହିଲ ଭ୍ୟୁ କାଫେରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏଇ କାର୍ଯ୍ୟକ୍ରମରେ ପ୍ରଯୋଜକ ଓ ଡିରେକ୍ଟର ଅଶ୍ୱିନ ତ୍ରିପାଠୀ, ଅଭିନେତା ସମରେଶ ରାଉତରାୟ, ଦେବଯାନୀ,  ଭବାନୀ, ଅଙ୍କିତ, ଦେବସୁର୍ଯ୍ୟ , Aao ଟିଭିର ମୁଖ୍ୟ କୌଶିକ ଦାସ ଉପସ୍ଥିତ ଥିଲେ ।

ସିନେମାଟି କୃଷି ଉପରେ ଆଧାରିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ ହଇଛି । ଶୁଣିବାକୁ ମିଳୁଛି ରାଜନୈତିକ ନିଚ୍ଛକ କଥା ଉପରେ ଆଧାରିତ ହାଇଥିବାରୁ ସିନେମା ରିଲିଜ ପାଇଁ  ମଧ୍ୟ ପ୍ରତିବନ୍ଧକ ଲାଗିଥିଲା । ପ୍ରଶ୍ନ ଉଠୁଛି ସରକାର ବଦଳିଲା ପରେ ସିନେମା ରିଲିଜ କରିବାକୁ ସକ୍ଷମ ହୋଇପାରିଲେ ଅଶ୍ୱିନ ତ୍ରିପାଠୀ ଓ ଟିମ୍ । 

ଜୁଲାଇ ୫ରେ ରିଲିଜ୍ ହେବାକୁ ଥିବା ସୀତା ସିନେମାଟିକୁ ଅନେକ ଦର୍ଶକ ଓ ରାଜନୈତିକ ନେତା ମାନେ ଅପେକ୍ଷା କରିଛନ୍ତି ଦେଖିବାକୁ । ୟୁଟ୍ୟୁବରେ ଅନେକ ଦର୍ଶକ ଭଲ ପାଇବା ସାଉଁଟି ସାରିଲାଣି ଏଇ ସିନେମା । ଅପେକ୍ଷା କେବଳ ସିନେମା ହଲକୁ ।

Also Read- ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ

Also Read- Lucky Zodiac Sign: ୨୦ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;