Zee Sarthak: ଜୀ ସାର୍ଥକ ଏବେ ଆପଣଙ୍କ ନିକଟରେ

Odisha Entertainment: ଜୀ ସାର୍ଥକର ଏହି କାର୍ଯ୍ୟକ୍ରମ ସହିତ ନିଜକୁ ଯୋଡି ମନୋରଞ୍ଜନ ହେବା ସହିତ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ଜିତନ୍ତୁ ଓ ସବୁଠୁ ମୂଲ୍ୟବାନ ଆପଣଙ୍କ ମତ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।

Zee Sarthak: ଜୀ ସାର୍ଥକ ଏବେ ଆପଣଙ୍କ ନିକଟରେ

About the Author