Shah Rukh Khan ହସ୍ପିଟାଲରେ ଭର୍ତ୍ତି, ଡିହାଇଡ୍ରେସନ ଯୋଗୁଁ ଖରାପ ହୋଇଯାଇଥିଲା ସ୍ୱାସ୍ଥ୍ୟ

Shah Rukh Khan Hospitalised: ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି ଅଭିନେତାଙ୍କୁ ଅହମ୍ମଦାବାଦର ଏକ ହସ୍ପାଟାଲରେ ଭର୍ତ୍ତି କରାଯାଇଛି।

Shah Rukh Khan ହସ୍ପିଟାଲରେ ଭର୍ତ୍ତି, ଡିହାଇଡ୍ରେସନ ଯୋଗୁଁ ଖରାପ ହୋଇଯାଇଥିଲା ସ୍ୱାସ୍ଥ୍ୟ
Image Credit: Shah Rukh Khan Hospitalised

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More