ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

ନାଲି ବିନ୍ଦୁ ଏକ କାର୍ଯ୍ୟକ୍ରମ ନୁହେଁ, ଏକ ସାମାଜିକ ସଚେତନତା । ପ୍ରତିବର୍ଷ ପରି ଏ ବର୍ଷ ରଜ ପର୍ବରେ ମଧ୍ୟ ଜୀ ସାର୍ଥକ ଓ ତା'ର କ୍ରିୟଟିଭ ଏଜେନସି ଲ ଆଣ୍ଡ କେନିଥ ସାଚି ଆଣ୍ଡ ସାଚି ଉଭୟ ନାଲି ବିନ୍ଦୁ ଅଭିଯାନ ମାଧ୍ୟମରେ ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏକ ସଚେତନତା ବାର୍ତ୍ତା ଭିଡିଓ ମାଧ୍ୟମରେ ଜାରି କରିଛି ।

ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

About the Author