FIFA World Cup: ଆୱାର୍ଡ ଉନ୍ମୋଚନ ପାଇଁ କାହିଁକି ଚୟନ ହେଲେ Deepika Padukone, ଜାଣନ୍ତୁ ବଡ଼ କାରଣ

Deepika padukone fifa world cup: ଗୋଟେ ପଟେ ଦୀପିକାଙ୍କୁ ତାରିଫ୍ ଅନ୍ୟପଟେ ଆମ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ । ଗୋଟେପଟେ ଦୀପିକାଙ୍କୁ ତାଙ୍କ ଫ୍ୟାନ୍ସ ପ୍ରଂଶସା କରୁଥିବା ବେଳେ ଏକଥା ବି ମନରେ ଉଙ୍କି ମାରୁଥିବ ଯେ, ଦୀପିକା ପାଦୁକୋନ କଣ ପାଇଁ। ଏହାର ମାନେ ଅଭିନେତ୍ରୀ ଦୀପିକା ପାଦୁକୋନ ହିଁ କାହିଁକି FIFA WC 2022 ରେ ଚୟନ ହେଲେ।

FIFA World Cup: ଆୱାର୍ଡ ଉନ୍ମୋଚନ ପାଇଁ କାହିଁକି ଚୟନ ହେଲେ Deepika Padukone, ଜାଣନ୍ତୁ ବଡ଼ କାରଣ

About the Author