Surya And Shani Yuti 2024: କୁମ୍ଭରେ ସୂର୍ଯ୍ୟ-ଶନି, ଧନବାନ୍ ହେବେ ଏହି ୪ ରାଶି

Surya and Shani Yuti 2024: ଆଜି ଦିନ ୧୨ଟା ୪୫ ମିନିଟ୍ ସମୟରେ ସୂର୍ଯ୍ୟ କୁମ୍ଭ ରାଶିକୁ ଚଳନ କରିବେ । ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟ -ଶନିଙ୍କ ଗୋଟିଏ ରାଶିରେ ମିଳନ ସୂର୍ଯ୍ୟ-ଶନି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ସଂଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

 Surya And Shani Yuti 2024: କୁମ୍ଭରେ ସୂର୍ଯ୍ୟ-ଶନି, ଧନବାନ୍ ହେବେ ଏହି ୪ ରାଶି

About the Author