Dhanteras 2023: ୫୯ ବର୍ଷ ପରେ ଧନତେରସରେ ଗ୍ରହଙ୍କ ବିରଳ ସଂଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ!

Dhanteras 2023: ଏହି ସମୟରେ ବୃହସ୍ପତି ମେଷ ରାଶିରେ ବିରାଜମାନ ହୋଇ ସୂର୍ଯ୍ୟଙ୍କ ଉପରେ ସପ୍ତମ ଦୃଷ୍ଟି ରଖିଛନ୍ତି । ସେପଟେ ଶନି ମୂଳ ତ୍ରିକୋଣ ସ୍ଥାନରେ ଥିବାରୁ ଶଶା ରାଜଯୋଗ ଗଠନ ହେବ। ଏଭଳି ସ୍ଥିତିରେ, ଦୀର୍ଘ ବର୍ଷ ପରେ ଗଠନ ହେବାକୁ ଥିବା ଏହି ବିରଳ ସଂଯୋଗ ରାଶିଚକ୍ରରେ ଥିବା ୪ଟି ଉପରେ ସକରାତ୍ମକ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ....

Dhanteras 2023: ୫୯ ବର୍ଷ ପରେ ଧନତେରସରେ ଗ୍ରହଙ୍କ ବିରଳ ସଂଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ!
Image Credit: ସୌ(ସୋସିଆଲ ମିଡିଆ)

About the Author