Diwali Sale: ଦୀପାବଳି ସେଲ୍ ଆଣିଲେ ଏହି ୩ ଅନଲାଇନ ସପିଂ ଆପ୍, ରାତିର ଏହି ସମୟରୁ ସବୁ କିଛି ଶସ୍ତା !

Diwali Sale: ଇୟରଫୋନ୍, ଆଇଫୋନ୍, ସ୍ମାର୍ଟଫୋନ୍, କୁଲର, ଫ୍ୟାନ୍, ଏସି ସମେତ ଅନେକ ପ୍ରଡକ୍ଟ ରିହାତି ରେ ପାଇପାରିବେ। ଦୀପାବଳି ମହା ସେଲ୍ ସମୟରେ ଫ୍ଲିପ୍ କାର୍ଟ, ଆମାଜନ ଏବଂ ମିଶୋରେ ୧ ଟଙ୍କା, ୯ ଟଙ୍କା ଓ ୧୧ ଟଙ୍କାରେ ବିପୁଳ ରିହାତି ସହ ଅକ୍ଟୋବର ୨୮ ତାରିଖ ରାତି ୧୧ଟା ୧୧ ମିନିଟ୍ ପରେ ଉପଲବ୍ଧ ହେବ।

Diwali Sale: ଦୀପାବଳି ସେଲ୍ ଆଣିଲେ ଏହି ୩ ଅନଲାଇନ ସପିଂ ଆପ୍, ରାତିର ଏହି ସମୟରୁ ସବୁ କିଛି ଶସ୍ତା !

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
 

Read More