Solar Eclipse 2024: ଖୁବଶୀଘ୍ର ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଚାକିରି ଓ ବ୍ୟବସାୟରେ ବଢିବ ସମସ୍ୟା!

Solar Eclipse 2024 Effect: ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ପରାଗର ବିଶେଷ ମହତ୍ବ ରହିଛି । ୨୦୨୪ର ପ୍ରଥମ ପରାଗ ଏପ୍ରିଲ ମାସରେ ଲାଗିବ । ଅନେକ ଦେଶରେ ଏହାର ପ୍ରଭାବ ପଡ଼ିବାକୁ ଥିବା ବେଳେ ଭାରତରେ ଏହାର ବିଶେଷ ପ୍ରଭାବ ଦେଖାଦେବ ନାହିଁ।

Solar Eclipse 2024: ଖୁବଶୀଘ୍ର ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଚାକିରି ଓ ବ୍ୟବସାୟରେ ବଢିବ ସମସ୍ୟା!
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author