Road Accident: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଘଟଣାସ୍ଥଳରେ ୬ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଅକାଳରେ ଲିଭିଗଲା ୬ ଜୀବନ ଦୀପ। ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା କାର୍ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Road Accident: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଘଟଣାସ୍ଥଳରେ ୬ ମୃତ

About the Author