ସ୍ବାମୀ ନିକ୍ ଙ୍କୁ ଗାଡ଼ିରୁ ଧକ୍କା ମାରି ବାହାର କଲେ ପ୍ରିୟଙ୍କା ଚୋପ୍ରା !
Advertisement

ସ୍ବାମୀ ନିକ୍ ଙ୍କୁ ଗାଡ଼ିରୁ ଧକ୍କା ମାରି ବାହାର କଲେ ପ୍ରିୟଙ୍କା ଚୋପ୍ରା !

କିଛି ମିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରା ନିଜ ସ୍ୱାମୀ ଅର୍ଥାତ ନିକ୍ ଙ୍କୁ ଖରାପ ଭାଷାରେ ଗାଳିଦେବା ସହ ଗାଡିରୁ ଓହ୍ଲାଇଯିବାକୁ କହିଥିଲେ । 

ସ୍ବାମୀ ନିକ୍ ଙ୍କୁ ଗାଡ଼ିରୁ ଧକ୍କା ମାରି ବାହାର କଲେ ପ୍ରିୟଙ୍କା ଚୋପ୍ରା !

ନୂଆଦିଲ୍ଲୀ: ଗ୍ଲୋବାଲ ଷ୍ଟାର ନିକ୍ ଜୋନସ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଦାମ୍ପତ୍ୟ ଜୀବନଙ୍କୁ ଇତି ମଧ୍ୟରେ ଦୁଇ ବର୍ଷ ହୋଇଗଲାଣି । ଆଉ ଏହି ରୟାଲ ଷ୍ଟାଇଲର ମ୍ୟାରେଜକୁ ନେଇ ସାରା ଦେଶରେ ଖୁବ ଚର୍ଚ୍ଚା ହୋଇଥିଲା । ଯାହାର ଫଟୋ ସେୟାର କରି ଖୁବ ପ୍ରଶଂସା ସାଉଣ୍ଟିଥିଲେ ଉଭୟେ । ମାତ୍ର ଏମିତି କିଛି ଖବର ଯାହା ଏବେ ଉଭୟେଙ୍କ ଫ୍ୟାନ୍ସଙ୍କୁ ବହୁତ ବ୍ୟଥିତ କରିଛି ! କିଛି ମିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରା ନିଜ ସ୍ୱାମୀ ଅର୍ଥାତ ନିକ୍ ଙ୍କୁ ଖରାପ ଭାଷାରେ ଗାଳିଦେବା ସହ ଗାଡିରୁ ଓହ୍ଲାଇଯିବାକୁ କହିଥିଲେ ।

Also Read; ପାଣିକୁ ଦେଖିଲେ ଲାଗେ ଭୟ; ୬୫ ବର୍ଷ ହେଲା ଗାଧୋଇନଥିବା ଏମିତି ଜଣେ ଅଦ୍ଭୂତ ମଣିଷ

ଏହା ପ୍ରଥମ ଥର ଯେ, ବିବାହର ଦୁଇ ବର୍ଷ ପରେ ଭଭୟେଙ୍କ ମଧ୍ୟରେ କିଛି ମତାନ୍ତର ଖବର ଏବେ ସାମ୍ନାକୁ ଆସିଛି । ଦୁଇ ବର୍ଷ ମଧ୍ୟରେ ଏମିତି କିଛି ହୋଇନଥିବା ବେଳେ ହଠାତ୍ କଣ ହେଲା ଯେ, ଯାହାକୁ ନେଇ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା (Priyanka Chopra) ଓ ତାଙ୍କ ସ୍ବାମୀ ନିକ୍ ଜୋନସ (Nick Jonas)ଙ୍କ ମଧ୍ୟରେ ଏବେ ଟେନସେନ (Tension) ଦେଖାଦେଇଛି ।

ତେବେ ମିଳିଥିବା ଖବର ଅନୁସାରେ, ଏମିତି ଟେନସନ ଉଭୟେଙ୍କ ରିଅଲ ଲାଇଫ (Real Life) ନୁହେଁ ରିଲ୍ ଲାଇଫ (Reel Life) ରେ ଦେଖାଦେଇଛି । ଡେଲି ମେଲ ଡଟ କମ  ର ରିପୋର୍ଟସ ଅନୁସାରେ ଏହି ଦୁଇ ଫେମସ ଷ୍ଟାର (Famous Star) ନିଜର ଆଗାମୀ ଫିଲ୍ମ ପାଇଁ ଖୁବ ଜୋରସୋରରେ ଲାଗିପଡ଼ିଛନ୍ତି । ତେବେ ଫିଲ୍ମର ଏକ ସିନ୍ ହିସାବରେ ଦୁଇ ଜଣ ଗୋଟିଏ କ୍ୟାବରେ ବସିଛନ୍ତି ଏହାରି ଭିତରେ ଉଭୟେଙ୍କ ମଧ୍ୟରେ କୌଣସି ଏକଥାକୁ ନେଇ ଝଗଡ଼ା ହୋଇଛି ଯାହାକୁ ନେଇ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁବ ଜୋରରେ ରାଗିଯାଇ ଅପଶବ୍ଦ କହିବା ପରେ କ୍ୟାବ୍ ରୁ ନିକ୍ ଙ୍କୁ ଓହ୍ଲାଇଯିବାକୁ କହିଛନ୍ତି ।