Election 2024: ଭୋଟଗ୍ରହଣ ପୂର୍ବରୁ ସୁରଟ ଆସନରେ ଜିତିଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ କେମିତି?

Election 2024: ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ନାମାଙ୍କନପତ୍ର ଦାଖଲ ବେଳେ ମିଳିଥିବା ଭିଡ଼ିଓରେ ଉକ୍ତ ସମୟରେ ପ୍ରସ୍ତାବକ ଉପସ୍ଥିତ ନଥିଲେ । ତେଣୁ ଏହାକୁ ଆଧାର କରି ନିଲେଶଙ୍କ ନାମାଙ୍କନପତ୍ର ଖାରଜ କରାଯାଇଛି । ଯାହାଫଳରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ବିଜୟ ହାସଲ କରିଛନ୍ତି।

Election 2024: ଭୋଟଗ୍ରହଣ ପୂର୍ବରୁ ସୁରଟ ଆସନରେ ଜିତିଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ କେମିତି?

About the Author