ଘାଟିରୁ ଖସିଲା ବସ, ୧୦ ମୃତ

ନେପାଳର ମହେନ୍ଦ୍ର ନଗରରୁ କାଠମାଣ୍ଡୁକୁ ଯାଉଥିବା ଏକ ନେପାଳୀ ବେସରକାରୀ ବସ୍ ବୁଧବାର ବିଳମ୍ବିତ ରାତିରେ ଘାଟିରୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣଙ୍କୁ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶର ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣ

ଘାଟିରୁ ଖସିଲା ବସ, ୧୦ ମୃତ

About the Author