Chennai Express: ୧୦୧ ବର୍ଷରେ ଚେନ୍ନାଇ ଏକ୍ସପ୍ରେସ, ଆଶ୍ଚର୍ଯ୍ୟ କରିବ ଏହାର ଇତିହାସ

Chennai Express Train:ପ୍ରଥମେ ଥରେ ବମ୍ବେ-ମଦ୍ରାସକୁ ସିଧାସଳଖ ରେଳ ଲାଇନ ନିର୍ମାଣ ହେବା ପରେ ଏହି ମାର୍ଗରେ ଦୂରଗାମୀ ଟ୍ରେନ୍ ଚଳାଇବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା । ଏହି କ୍ରମରେ ମଦ୍ରାସ ଏବଂ ବମ୍ବେ ମଧ୍ୟରେ ସିଧାସଳଖ ଟ୍ରେନ୍ ଚଳାଇବାକୁ ପ୍ରସ୍ତାବ ସେତେବେଳେର ସରକାର ସମୟରେ ଦିଆଯାଇଥିଲା । ଅନ୍ୟପଟେ ଏହି ଟ୍ରେନର ନାମକୁ ନେଇ ଏକ ପ୍ରେମ କାହାଣୀ ଚେନ୍ନାଇ ଏକ୍ସପ୍ରେସ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି।

Chennai Express: ୧୦୧ ବର୍ଷରେ ଚେନ୍ନାଇ ଏକ୍ସପ୍ରେସ, ଆଶ୍ଚର୍ଯ୍ୟ କରିବ ଏହାର ଇତିହାସ

About the Author