ED କାହାକୁ ବି ଡାକି ପାରିବ, ସମନକୁ ସମ୍ମାନ ଦେବା ଆବଶ୍ୟକ: ସୁପ୍ରିମକୋର୍ଟ

Supreme Court On ED Summons: ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଇଡି ସର୍ବୋଚ୍ଚ ନ୍ୟାୟାଳୟରେ (Supreme Court) ଏକ ପିଟିସନ ଦାଖଲ କରିଥିଲା। ବାଲି ଖନନ ଅଭିଯୋଗରେ ତାମିଲନାଡୁର K5 କଲେକ୍ଟରକୁ ଦିଆଯାଇଥିବା ସମନକୁ ହାଇକୋର୍ଟ ସ୍ଥଗିତ ରଖିବାଥିଲେ।

ED କାହାକୁ ବି ଡାକି ପାରିବ, ସମନକୁ ସମ୍ମାନ ଦେବା ଆବଶ୍ୟକ: ସୁପ୍ରିମକୋର୍ଟ
Image Credit: Supreme Court On ED summons

About the Author