IND Vs ENG Test: ଇଂଲଣ୍ଡକୁ ଧୂଳି ଚଟାଇ ଫାଇନାଲରେ ଭାରତ

ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଶେଷ ଇନିଂସକୁ ୨୫ ରନ ଜିତିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହିତ ଭାରତ ସିରିଜକୁ ୩-୧ ବ୍ୟବଧାନରେ କବଜା କରିଛି। ଏବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି।

IND Vs ENG Test: ଇଂଲଣ୍ଡକୁ ଧୂଳି ଚଟାଇ ଫାଇନାଲରେ ଭାରତ
Image Credit: ଡିଜାଇନ ଫଟୋ

About the Author