ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଆହୁରି ୪୨ଟି ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
Advertisement

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଆହୁରି ୪୨ଟି ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଜୁନ୍ ଓ ଜୁଲାଇରେ ଚାଲୁବାକୁ ଯାଉଥିବା ଟ୍ରେନର ତାଲିକା

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଆହୁରି ୪୨ଟି ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: Indian Railways/IRCTC Latest Updates: ରେଳ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ୪୨ଟି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟ୍ରେନଗୁଡିକ (Trains) ମଧ୍ୟରୁ କିଛି ଏହି ମାସରେ ସଞ୍ଚାଳନ ଆରମ୍ଭ ହୋଇଯିବ ଏବଂ ଅନ୍ୟ ଟ୍ରେନ୍ ଗୁଡିକ ଜୁଲାଇରୁ ଚାଲିବ । ରେଳବାଇ ଏହାର ସଞ୍ଚାଳନର ଆଧିକାରୀକ ଘୋଷଣା ମଧ୍ୟ କରିଛି । ଏହି ଟ୍ରେନଗୁଡିକ ଚାଲିବା ସହିତ ଯାତ୍ରୀମାନେ ଏହାର ଅନେକ ସୁବିଧା ମଧ୍ୟ ପାଇବେ ।

ଅଧିକ ପଢ଼ନ୍ତୁ:-ୟୁପି ବିଧାନସଭା ନିର୍ବାଚନ: ଫାଇନାଲ୍ ହେଲା କଂଗ୍ରେସର ୫୦ ପ୍ରାର୍ଥୀ!

କୋରୋନା ମହାମାରୀର ଦ୍ୱିତୀୟ ଲହର (Second Wave of Coronavirus) ରେ ରେଳବାଇ (Indian Railways) ଦ୍ୱାରା ଅନେକ ଟ୍ରେନର (Trains) ଚଳାଚଳ ବନ୍ଦ ହୋଇଯାଇଥିଲା । ଏହା ବ୍ୟତୀତ ରେଳ ଯାତ୍ରୀ ଓ କର୍ମଚାରୀମାନଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଥିଲା । ବର୍ତ୍ତମାନ କୋରୋନାର ପ୍ରଭାବ ବହୁତ ହ୍ରାସ ପାଇଛି, ଏଭଳି ପରିସ୍ଥିତିରେ ରେଳବାଇ ଗୋଟିଏ ପରେ ଗୋଟିଏ ଟ୍ରେନ୍ ଚଳାଇବାକୁ ଘୋଷଣା କରୁଛି ।

ଜୁନ୍ ଓ ଜୁଲାଇରେ ଚାଲୁବାକୁ ଯାଉଥିବା ଟ୍ରେନର ତାଲିକା

୧. ଟ୍ରେନ ନମ୍ୱର 02462 ଶ୍ରୀମାତା ବୈଷ୍ଣୋ ଦେବୀ କଟରା-ନୂଆଦିଲ୍ଲୀ ଶ୍ରୀ ଶକ୍ତି ଏକ୍ସପ୍ରେସ ସ୍ପେଶାଲ୍ ଜୁଲାଇ ୧ରୁ ଚାଲିବ ।

୨. ଟ୍ରେନ ନମ୍ୱର 02461 ନୂଆଦିଲ୍ଲୀ-ଶ୍ରୀମାତା ବୈଷ୍ଣୋ ଦେବୀ କଟରା ଶ୍ରୀ ଶକ୍ତି ଏକ୍ସପ୍ରେସ ସ୍ପେଶାଲ୍ ଜୁଲାଇ ୧ରୁ ଚାଲିବ ।

୩. ଟ୍ରେନ ନମ୍ୱର 02011 ନୂଆଦିଲ୍ଲୀ-କାଲକା ଶତାବ୍ଦୀ ଏକ୍ସପ୍ରେସ ଜୁନ୍ ୨୧ରୁ ଚାଲିବ ।

୪. ଟ୍ରେନ ନମ୍ୱର 02012 କାଲକା-ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ସ୍ପେଶାଲ ଜୁନ୍ ୨୧ରୁ ଚାଲିବ ।

୫. ଟ୍ରେନ ନମ୍ୱର 02017 ନୂଆଦିଲ୍ଲୀ-ଦେହରାଡୁନ୍ ଶତାବ୍ଦୀ ଏକ୍ସପ୍ରେସ୍ ଜୁନ୍ ୨୧ରୁ ଚାଲିବ ।

୬. ଟ୍ରେନ ନମ୍ୱର 02018 ଜୁନ୍ ୨୧ ଠାରୁ ଦେହରାଡୁନ୍-ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍ ସ୍ପେଶାଲ୍ ଚାଲିବ ।

୭. ଟ୍ରେନ ନମ୍ୱର 04527 କାଲକା-ଶିମଲା ଶିବାଲିକ୍ ଡିଲକ୍ସ ସ୍ପେଶାଲ ଜୁନ ୨୧ରୁ ଚାଲିବ । 

୮. ଟ୍ରେନ ନମ୍ୱର 04528 ଶିମଲା-କାଲକା ଶିବାଲିକ୍ ଡିଲକ୍ସ ସ୍ପେଶାଲ୍ ଜୁନ୍ ୨୧ରୁ ଚାଲିବ ।

୯. ଟ୍ରେନ ନମ୍ୱର 04517 କାଲକା-ଶିମଲା ଏକ୍ସପ୍ରେସ୍ ସ୍ପେଶାଲ ଜୁନ ୨୧ରୁ ଚାଲିବ ।

୧୦. ଟ୍ରେନ ନମ୍ୱର 04518 ଶିମଲା-କାଲକା ଏକ୍ସପ୍ରେସ୍ ସ୍ପେଶାଲ୍ ଜୁନ ୨୧ରୁ ଚାଲିବ ।

ଅଧିକ ପଢ଼ନ୍ତୁ:-RBI ର ଅନୁମୋଦନ ପରେ ଏବେ ବିକ୍ରି ହେବ ଏହି ବ୍ୟାଙ୍କ, ଗ୍ରାହକଙ୍କ ଟଙ୍କା ସହିତ କ’ଣ ହେବ…ଜାଣନ୍ତୁ ଏହା ସହ ଜଡିତ ସମସ୍ତ କଥା

୧୧. ଟ୍ରେନ ନମ୍ୱର 04505 କାଲକା-ଶିମଲା ରେଳ ମୋଟର ସ୍ପେଶାଲ୍ ଜୁନ୍ ୨୧ରୁ ଚାଲିବ ।

୧୨. ଟ୍ରେନ ନମ୍ୱର 04506 ଶିମଲା-କାଲକା ରେଳ ମୋଟର ସ୍ପେଶାଲ୍ ଜୁନ୍ ୨୧ରୁ ଚାଲିବ ।

୧୩. ଟ୍ରେନ ନମ୍ୱର 02013 ନୂଆଦିଲ୍ଲୀ-ଅମୃତସର ଶତାବ୍ଦୀ ଏକ୍ସପ୍ରେସ ଜୁଲାଇ ୧ରୁ ଚାଲିବ ।

୧୪. ଟ୍ରେନ ନମ୍ୱର 02014 ଅମୃତସର-ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ସ୍ପେଶାଲ ଜୁଲାଇ ୨ରୁ ଚାଲିବ ।

୧୫. ଟ୍ରେନ ନମ୍ୱର 04051 ନୂଆଦିଲ୍ଲୀ-ଦୌରାଇ ଅଜମର୍ ଶତାବ୍ଦୀ ଏକ୍ସପ୍ରେସ ଜୁନ୍ ୨୧ରୁ ଚାଲିବ ।

୧୬. ଟ୍ରେନ ନମ୍ୱର 04052 ଦୌରାଇ ଅଜମେର-ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ଜୁନ୍ ୨୧ରୁ ଚାଲିବ ।

୧୭. ଟ୍ରେନ ନମ୍ୱର 02005 ନୂଆଦିଲ୍ଲୀ-କାଲକା ଶତାବ୍ଦୀ ଏକ୍ସପ୍ରେସ ଜୁନ୍ ୨୧ରୁ ଚାଲିବ ।

୧୮. ଟ୍ରେନ ନମ୍ୱର 02006 କାଲକା-ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ସ୍ପେଶାଲ ଜୁନ୍ ୨୧ରୁ ଚାଲିବ ।

୧୯. ଟ୍ରେନ ନମ୍ୱର 04048 ଦିଲ୍ଲୀ-କୋଟଦ୍ୱାର ସିଦ୍ଧଭଲୀ ସ୍ପେଶାଲ୍ ଜୁନ ୨୧ରୁ ଚାଲିବ ।

୨୦. 04047 କୋଟଦ୍ୱାର୍ ସିଦ୍ଧଭଲୀ-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍ ସ୍ପେଶାଲ୍  ଜୁନ୍ ୨୧ରୁ ଚାଲିବ ।

୨୧. ଟ୍ରେନ ନମ୍ୱର 04640 ଫିରୋଜପୁର କ୍ୟାଣ୍ଟନମେଣ୍ଟ-ସାହିବଜାଦା ଅଜିତସିଂହ ନଗର ଏକ୍ସପ୍ରେସ ଜୁନ୍ ୨୧ରୁ ଚାଲିବ ।

୨୨. ଟ୍ରେନ ନମ୍ୱର 04639 ସାହିବଜାଦା ଅଜିତସିଂହ ନଗର- ଫିରୋଜପୁର କ୍ୟାଣ୍ଟନମେଣ୍ଟ ଏକ୍ସପ୍ରେସ ସ୍ପେଶାଲ ଜୁନ ୨୧ରୁ ଚାଲିବ ।

୨୩. ଟ୍ରେନ ନମ୍ୱର 02046 ଚଣ୍ଡିଗଡ଼-ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ଜୁନ୍ ୨୧ରୁ ଚାଲିବ ।

୨୪. ଟ୍ରେନ ନମ୍ୱର 02045 ନୂଆଦିଲ୍ଲୀ-ଚଣ୍ଡିଗଡ଼ ଶତାବ୍ଦୀ ଏକ୍ସପ୍ରେସ ଜୁନ୍ ୨୧ରୁ ଚାଲିବ ।

୨୫. ଟ୍ରେନ ନମ୍ୱର 02029 ନୂଆଦିଲ୍ଲୀ-ଅମୃତସର ଶତାବ୍ଦୀ ଏକ୍ସପ୍ରେସ ସ୍ପେଶାଲ ଜୁଲାଇ ୨ରୁ ଚାଲିବ ।

ଅଧିକ ପଢ଼ନ୍ତୁ:-ଦେଶରେ ୮୮ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

୨୬. ଟ୍ରେନ ନମ୍ୱର 02030 ଅମୃତସର-ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ସ୍ପେଶାଲ ଜୁଲାଇ ୨ରୁ ଚାଲିବ ।

୨୭. ଟ୍ରେନ ନମ୍ୱର 02265 ଦିଲ୍ଲୀ ସରାଇ ରୋହିଲ୍ଲା - ଜମ୍ମୁ ତୱି ଦୁରନ୍ତୋ ସ୍ପେଶାଲ୍ ଜୁଲାଇ ୨ରୁ ଚାଲିବ ।

୨୮. ଟ୍ରେନ ନମ୍ୱର 02266 ଜମ୍ମୁ ତୱି-ଦିଲ୍ଲୀ ସରାଇ ରୋହିଲ୍ଲା ଦୁରନ୍ତୋ ସ୍ପେଶାଲ ଜୁଲାଇ ୩ରୁ ଚାଲିବ ।

୨୯. ଟ୍ରେନ ନମ୍ୱର 02441 ବିଲାସପୁର-ନୂଆଦିଲ୍ଲୀ ଏକ୍ସପ୍ରେସ ସ୍ପେଶାଲ ଜୁନ ୨୪ରୁ ଚାଲିବ ।

୩୦. ଟ୍ରେନ ନମ୍ୱର  2224 ନୂଆଦିଲ୍ଲୀ-ବିଲାସପୁର ଏକ୍ସପ୍ରେସ ସ୍ପେଶାଲ୍ ଜୁନ ୨୨ରୁ ଚାଲିବ ।

୩୧. ଟ୍ରେନ ନମ୍ୱର 04606 ଜମ୍ମୁ ତୱି-ଯୋଗନଗର ଋଷିକେଶ ଏକ୍ସପ୍ରେସ ସ୍ପେଶାଲ ଜୁଲାଇ ୪ରୁ ଚାଲିବ ।

୩୨. 04605 ଯୋଗ ନଗରୀ ଋଷିକେଶ-ଜମ୍ମୁ ତୱି ଏକ୍ସପ୍ରେସ ସ୍ପେଶାଲ ଜୁଲାଇ ୫ରୁ ଚାଲିବ ।

୩୩. ଟ୍ରେନ ନମ୍ୱର 04041 ଦିଲ୍ଲୀ ଜଙ୍କସନ୍-ଦେହରାଡୁନ୍ ଏକ୍ସପ୍ରେସ୍ ସ୍ପେଶାଲ୍ ଜୁନ୍ ୨୧ରୁ ଚାଲିବ ।

୩୪. ଟ୍ରେନ ନମ୍ୱର 04042 ଦେହରାଡୁନ୍-ଦିଲ୍ଲୀ ଜଙ୍କସନ ଏକ୍ସପ୍ରେସ ସ୍ପେଶାଲ ଜୁନ ୨୧ରୁ  ଚାଲିବ ।

୩୫. ଟ୍ରେନ ନମ୍ୱର 04515 କାଲକା-ଶିମଲା ଏକ୍ସପ୍ରେସ୍ ସ୍ପେଶାଲ ଜୁନ ୨୧ରୁ ଚାଲିବ । 

ଅଧିକ ପଢ଼ନ୍ତୁ:-ଭାରତୀୟ ରେଲୱେରେ ୩୩୭୮ ପଦ ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୩୦, ଶୀଘ୍ର କରନ୍ତୁ ଅପ୍ଲାଇ

୩୬. ଟ୍ରେନ ନମ୍ୱର 2245 ଶିମଲା-କାଲକା ଏକ୍ସପ୍ରେସ୍ ସ୍ପେଶାଲ୍ ଜୁନ ୨୧ରୁ ଚାଲିବ ।

୩୭. ଟ୍ରେନ ନମ୍ୱର 04210 ଲକ୍ଷ୍ନୌ-ପ୍ରୟାଗଘାଟ ଏକ୍ସପ୍ରେସ୍ ସ୍ପେଶାଲ ଜୁନ ୨୧ରୁ ଚାଲିବ ।

୩୮. ଟ୍ରେନ ନମ୍ୱର 04209 ପ୍ରୟାଗଘାଟ-ଲକ୍ଷ୍ନୌ ଏକ୍ସପ୍ରେସ୍ ସ୍ପେଶାଲ ଜୁନ ୨୨ରୁ ଚାଲିବ ।

୩୯. ଟ୍ରେନ ନମ୍ୱର 04233 ପ୍ରୟାଗଘାଟ- ମନକାପୁର ଏକ୍ସପ୍ରେସ୍ ସ୍ପେଶାଲ୍ ଜୁନ ୨୧ରୁ ଚାଲିବ ।

୪୦. ଟ୍ରେନ ନମ୍ୱର 04234 ମନକାପୁର-ପ୍ରୟାଗଘାଟ ଏକ୍ସପ୍ରେସ ଜୁନ୍ ୨୨ରୁ ଚାଲିବ ।

୪୧. ଟ୍ରେନ ନମ୍ୱର 04231 ପ୍ରୟାଗଘାଟ - ବସ୍ତି ଏକ୍ସପ୍ରେସ୍ ସ୍ପେଶାଲ ଜୁନ ୨୧ରୁ ଚାଲିବ ।

୪୨. ଟ୍ରେନ ନମ୍ୱର 04232 ବସ୍ତି-ପ୍ରୟାଗଘାଟ ଏକ୍ସପ୍ରେସ୍ ସ୍ପେଶାଲ ଜୁନ ୨୧ରୁ ଚାଲିବ ।