Model Tania Singh: ମଡେଲଙ୍କ ରହସ୍ୟମୟ ମୃତ୍ୟୁ ପରେ ଫସିଲେ ଏହି କ୍ରିକେଟର, ଚାଲିଛି ପଚରାଉଚରା

Model Tania Singh:ମଡେଲିଂ ସହିତ ତାନିଆ ଇଭେଣ୍ଟ ପରିଚାଳନା କାର୍ଯ୍ୟ ମଧ୍ୟ କରିଥିଲେ । ତାନିଆ ଆତ୍ମହତ୍ୟା କରିବା ପରେ ହିଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତାନିଆଙ୍କ ଫୋନ୍ ଯାଞ୍ଚ ସମୟରେ ତାଙ୍କ ଫୋନରୁ ଶେଷ କଲ୍ ଅଭିଷେକ ଶର୍ମାଙ୍କୁ (Abhishek Sharma) କରାଯାଇଥିଲା।

Model Tania Singh: ମଡେଲଙ୍କ ରହସ୍ୟମୟ ମୃତ୍ୟୁ ପରେ ଫସିଲେ ଏହି କ୍ରିକେଟର, ଚାଲିଛି ପଚରାଉଚରା

About the Author