Mann Ki Baat: ୩ ମାସ ଯାଏଁ ମୋଦିଙ୍କ ମନ କୀ ବାତ୍ ବନ୍ଦ, କାରଣ କହିଲେ ପ୍ରଧାନମନ୍ତ୍ରୀ

Mann Ki Baat: ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମାର୍ଚ୍ଚରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବ, ତେଣୁ ଆସନ୍ତା ୩ ମାସ ପାଇଁ 'ମନ କୀ ବାତ୍'କାର୍ଯ୍ୟକ୍ରମ ପ୍ରସାରିତ ହେବ ନାହିଁ। ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି ବୋଲି ନିଜ ଅଭିଭାଷଣ ରେ କହିଥିଲେ ମୋଦି।

Mann Ki Baat: ୩ ମାସ ଯାଏଁ ମୋଦିଙ୍କ ମନ କୀ ବାତ୍ ବନ୍ଦ, କାରଣ କହିଲେ ପ୍ରଧାନମନ୍ତ୍ରୀ

About the Author