ଦେଶରେ ପହଞ୍ଚିଲା ଓମିକ୍ରୋନ୍ ଭାରିଆଣ୍ଟ, କର୍ଣ୍ଣାଟକରୁ ମିଳିଲା ୨ଟି ମାମଲା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ସୂଚନା ଦିଆଯାଇଚି ଯେ ଦେଶରେ ଓମିକ୍ରୋନ୍ ଭେରିଏଣ୍ଟସ୍ ମାମଲା ରୁଜୁ ହୋଇଛି । ଏହି ସଂକ୍ରମିତ ଲୋକଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି ।

ଦେଶରେ ପହଞ୍ଚିଲା ଓମିକ୍ରୋନ୍ ଭାରିଆଣ୍ଟ, କର୍ଣ୍ଣାଟକରୁ ମିଳିଲା ୨ଟି ମାମଲା

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More