Odisha News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଗୁରୁବାର) ଅପରାହ୍ନ ୫ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏ-ହି ବୈଠକରେ ମୁଖ୍ୟତଃ ରାଜ୍ୟବ୍ୟାପୀ ପ୍ରଚଳିତ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରାଯିବ। ମୁଖ୍ୟ ସଚିବ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ସମସ୍ତ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିବେ।
ରାଜ୍ୟର ମା’ ଓ ଭଉଣୀମାନଙ୍କୁ କର୍କଟ ଭୟରୁ ମୁକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
CM Mohan Charan Majhi: ଲୋକଙ୍କ ସମସ୍ୟା ଶୁଣିବା ପାଇଁ ପୁଣିଥରେ ଅନୁଷ୍ଠିତ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆସନ୍ତା ଫେବ୍ରୁଆରୀ ୯ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ସିଧାସଳଖ ଜନସାଧାରଣଙ୍କ ସମସ୍ୟା ବୁଝିବେ।
ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ନୂଆ ବାଣିଜ୍ୟ ଚୁକ୍ତିକୁ ନେଇ ସାରା ଦେଶରେ ଉତ୍ସାହ ଦେଖାଦେଇଛି। ଏହି ଚୁକ୍ତି ବଳରେ ଭାରତରୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ଶୁଳ୍କ (Tariff) ହାରକୁ ୨୫% ରୁ ୧୮% କୁ ହ୍ରାସ କରାଯାଇଛି।
Subarnapur: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁବର୍ଣ୍ଣପୁର ଗସ୍ତ କରି ଜିଲ୍ଲାବାସୀଙ୍କ ପାଇଁ ଶହ ଶହ କୋଟି ଟଙ୍କାର ଉପହାର ପ୍ରଦାନ କରିଛନ୍ତି। ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଓଡ଼ିଶାର ବିକାଶର ଅସଲ ଅଂଶୀଦାର ବୋଲି କହିବା ସହ ସେମାନଙ୍କ ଆର୍ଥିକ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଛନ୍ତି।
Top 10 News Headlines: ଓଡ଼ିଶା କ୍ୟାଡରର ୧୦ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ଏମାନଙ୍କ ଭିତରେ ୪ ଜଣ ଆଇପିଏସ୍ ଅଧିକାରୀ କେନ୍ଦ୍ରୀୟ ଡେପ୍ୟୁଟେସନରେ ରହି ପଦୋନ୍ନତି ହାସଲ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର।
Odisha youth evacuation: ସୁଦାନରେ ନିଖୋଜ ହୋଇଥିବା ଜଗତସିଂପୁର ଜିଲ୍ଲାର ଜଣେ ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ଉପରେ ଖୁସି ପ୍ରକାଶ କରିଛନ୍ତି।
CM Majhi Meets JP Nadda: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟ ପୁଲିସ ଅଧୀକ୍ଷକଙ୍କ ସମ୍ମିଳନୀରେ ଯୋଗ ଦେଇ କର୍ତ୍ତବ୍ୟରେ ଅବହେଳା ନକରିବାକୁ ପ୍ରବର୍ତ୍ତାଇଛନ୍ତି। କୌଣସି ପ୍ରକାର ଚାପର ବଶବର୍ତ୍ତୀ ନ ହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ ଓ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଆଜି ମୁଖ୍
Odisha CM Seeks MEA Help: ମଙ୍ଗଳବାର ଦିନ ମୋହନ ସରକାର ଜଗତ୍ସିଂହପୁର ଜିଲ୍ଲାର ଜଣେ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।
Odisha Govt: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ୧୩ଟି ଜିଲ୍ଲାରେ ୪୪ଟି ନୂତନ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ରାଜ୍ୟର ୪୪ଟି ତହସିଲ କାର୍ଯ୍ୟାଳୟରେ ନୂତନ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି।
CM Majhi: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପଶ୍ଚିମ ବଙ୍ଗର ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଓଡ଼ିଆ ଝିଅ, ତାଙ୍କ ମା ଏବଂ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି।
Top 10 News Headlines: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ଏବଂ ଐତିହାସିକ ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ରାଜ୍ୟରେ ବଢ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁଲିସ ବିଭାଗକୁ ଏଥିନେଇ ତାଗିଦ କରିବା ସହ ବିଶୃଙ୍ଖଳାକାରୀଙ୍କ ପ୍ରତି କଠୋର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ରାଜ୍ୟରେ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାରେ ହୋଇଥିବା କଥିତ ଘୋଟାଲା ଅଭିଯୋଗରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ୧୧୭ ଜଣଙ୍କୁ ଗିରଫ କରିଛି। ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ଆଜି ଆଇଏମଡି ପୂର୍ବାନୁମାନ କରିଛି ଯେ ଅକ୍ଟୋବର ୯ ତାରିଖ ପାଖାପାଖି ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ତାମିଲନାଡୁର କରୁରରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ରାଲିରେ ଦଳାଚକଟା ହେବାରୁ ୩୧ ରୁ ଅଧିକ ମୃତ୍ୟୁ ହୋଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ଏମସ୍ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ପ୍ରସିଦ୍ଧ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍ । ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ବାରମ୍ବାର ସୋଶାଲ୍ ମିଡ଼ିଆରେ ନେତୃତ୍ୱଙ୍କ ଦୁର୍ବଳତାକୁ ଇଙ୍ଗିତ କରି ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
Top 10 News Headlines: ଭାରତ ସରକାର ଘୋଷଣା କରିଛନ୍ତି ଯେ ମାଲାୟଲମ ସିନେମାର ସୁପରଷ୍ଟାର ମୋହନଲାଲଙ୍କୁ ତାଙ୍କର ଦୀର୍ଘ ଏବଂ ସଫଳ କ୍ୟାରିଅର ପାଇଁ ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ ସମ୍ମାନିତ କରାଯିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।