Road Accident: ଭୟଙ୍କର-ହୃଦୟ ବିଦାରକ, ଟ୍ରକ କାର୍ ଧକ୍କାରେ ୪ ଡାକ୍ତରଙ୍କ ସହ ୫ ଜଣଙ୍କ ମୃତ୍ୟୁ

Road Accident: ମୃତ ଶିଶୁଟି ହେଉଛି ପୂଜା ଓ କରଣଙ୍କ ଝିଅ। ସୂଚନାନୁଯାୟୀ, ଏହି ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ଚାକିରି କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ରାଜପଥରେ ଭୀଷଣ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା।

Road Accident: ଭୟଙ୍କର-ହୃଦୟ ବିଦାରକ, ଟ୍ରକ କାର୍ ଧକ୍କାରେ ୪ ଡାକ୍ତରଙ୍କ ସହ ୫ ଜଣଙ୍କ ମୃତ୍ୟୁ

About the Author