Supreme Court: ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟର ଚେତାବନୀ

Supreme Court: ସୋମବାର ଏନେଇ ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ (Supreme Court) କହିଛନ୍ତି, ଆପଣ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଦିଅନ୍ତୁ, ନଚେତ୍ ଆମେ ଆଦେଶ ଜାରି କରିବୁ । ଆସନ୍ତା ମାର୍ଚ୍ଚ ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Supreme Court: ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟର ଚେତାବନୀ

About the Author