Weather News: ୫୩ ଡିଗ୍ରୀ ପହଞ୍ଚିଲା ଏହି ସ୍ଥାନର ତାପମାତ୍ରା, ହିଟୱେଭ କାରଣରୁ ୮ ମୃତ

Weather News: ପାଣିପାଗ ବିଭାଗ ୯ ଜିଲ୍ଲାରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେଠାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ ରୁ ୨୦ ସେମି ବର୍ଷା ହେବାର ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କର୍ଣ୍ଣାଟକ ଏବଂ ତାମିଲନାଡୁରେ ବି ପ୍ରବଳ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।

Weather News: ୫୩ ଡିଗ୍ରୀ ପହଞ୍ଚିଲା ଏହି ସ୍ଥାନର ତାପମାତ୍ରା, ହିଟୱେଭ କାରଣରୁ ୮ ମୃତ

About the Author