Onion Price: ରସୁଣ ପରେ ଅଚାନକ ବଢିଗଲା ପିଆଜ ଦର, ହନ୍ତସନ୍ତ ଖାଉଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବାର କିଛି ଘଣ୍ଟା ପରେ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ନାଶିକର ଲାସାଲଗାଓଁ ବଜାରରେ ପିଆଜ ହାର ୪୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ନେଇ କେନ୍ଦ୍ର ସରକାର କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। କିନ୍ତୁ କେନ୍ଦ୍ର ମନ୍ତ୍ର

Onion Price: ରସୁଣ ପରେ ଅଚାନକ ବଢିଗଲା ପିଆଜ ଦର, ହନ୍ତସନ୍ତ ଖାଉଟି

About the Author