Vedic Clock: ଧାର୍ମକ ନଗରୀ ଉଜ୍ୱୈନ ଠାରେ ସ୍ଥାପିତ ହେବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା, ଏହା କିପରି କରିବ କାମ ଏବଂ କ’ଣ ରହିଛି ଏହାର ଗୁରୁତ୍ୱ

Worlds First Vedic Clock: ବୈଦିକ ଘଣ୍ଟା ଟାୱାର ଉପରେ ଏକ ଟେଲିସ୍କୋପ ମଧ୍ୟ ସ୍ଥାପନ କରାଯିବ। ଯାହା ଦ୍ୱାରା ଲୋକେ ରାତି ସମୟର ଆକାଶରେ ଘଟୁଥିବା ଜ୍ୟୋତିର୍ବିଜ୍ଞାନ ଘଟଣା ଦେଖିପାରିବେ। ବୈଦିକ ସମୟ ଗଣନର ନୀତି ଉପରେ ବୈଦିକ ଘଣ୍ଟା ସ୍ଥିର କରାଯିବ। ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିଦିନ ହେଉଥିବା ସୂର୍ଯ୍ୟୋଦୟ ଏବଂ ସୂର୍ଯାସ୍ତ ଏହା ମାଧ୍ୟମରେ ଦେଖାଯାଇ ପାରିବ।

Vedic Clock: ଧାର୍ମକ ନଗରୀ ଉଜ୍ୱୈନ ଠାରେ ସ୍ଥାପିତ ହେବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା, ଏହା କିପରି କରିବ କାମ ଏବଂ କ’ଣ ରହିଛି ଏହାର ଗୁରୁତ୍ୱ

About the Author