ରାଜଧାନୀରେ ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆଜିର ରେଟ୍

ରାଜଧାନୀରେ ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୦୬ ପଇସାର ବୃଦ୍ଧି ଘଟିଛି ।

Jul 23, 2020, 06:04 PM IST
ହାହାକାର ମଚାଇଛି କୋଭିଡ୧୯! ଦେଢକୋଟି ପାର କଲା ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ହାହାକାର ମଚାଇଛି କୋଭିଡ୧୯! ଦେଢକୋଟି ପାର କଲା ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସମଗ୍ର ବିଶ୍ୱରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ କୋଟି ପାର କରିଛି ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

Jul 23, 2020, 05:56 PM IST
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଗେହୋଲତ; ସରକାରକୁ ଭାଙ୍ଗିବା ଲାଗି ବିଜେପି ଉଦ୍ୟମ କରୁଥିବା ନେଇ ଆଣିଲେ ଅଭିଯୋଗ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଗେହୋଲତ; ସରକାରକୁ ଭାଙ୍ଗିବା ଲାଗି ବିଜେପି ଉଦ୍ୟମ କରୁଥିବା ନେଇ ଆଣିଲେ ଅଭିଯୋଗ

ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟ ବାବଦରେ ଅବଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଗେହୋଲତ ।

Jul 23, 2020, 05:26 PM IST
ସବୁଠାରୁ ଲମ୍ବା ଇଂନିସ ଖେଳିବାରେ ୩ ଭାରତୀୟ

ସବୁଠାରୁ ଲମ୍ବା ଇଂନିସ ଖେଳିବାରେ ୩ ଭାରତୀୟ

ଜଣେ ଅଧିନାୟକ ଭାବେ ଲମ୍ବା ଇଂନିସ ଖେଳିବା ତାଲିକାରେ ବିରାଟ କୋହଲିଙ୍କ ନାମରେ ରେକର୍ଡ ରହିଛି ।

Jul 23, 2020, 05:06 PM IST
ଶକ୍ତିଶାଳୀ ଭୂକମ୍ପରେ ଥରହର ଚୀନ, ଭୟଭୀତ ହୋଇପଡିଲେ ଲୋକେ

ଶକ୍ତିଶାଳୀ ଭୂକମ୍ପରେ ଥରହର ଚୀନ, ଭୟଭୀତ ହୋଇପଡିଲେ ଲୋକେ

ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ଚୀନ  ।

Jul 23, 2020, 04:31 PM IST
ବିଜେପି ନେତାଙ୍କ ଚାଞ୍ଚଲ୍ୟକର ବୟାନ; ଆଇଏସଆଇ ଏବଂ ପାକିସ୍ତାନୀ ସେନା ସହ ଯୋଗାଯୋଗରେ ଅଛନ୍ତି ବଲିଉଡ ସେଲିବ୍ରିଟି

ବିଜେପି ନେତାଙ୍କ ଚାଞ୍ଚଲ୍ୟକର ବୟାନ; ଆଇଏସଆଇ ଏବଂ ପାକିସ୍ତାନୀ ସେନା ସହ ଯୋଗାଯୋଗରେ ଅଛନ୍ତି ବଲିଉଡ ସେଲିବ୍ରିଟି

ଆଇଏସଆଇ ଏବଂ ପାକିସ୍ତାନ ଆର୍ମି ସହ ବଲିଉଡ ସେଲିବ୍ରିଟି ଯୋଗାଯୋଗରେ ରହିଥିବା ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

Jul 23, 2020, 03:46 PM IST
ରାଜସ୍ଥାନ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ରାଜସ୍ଥାନ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ରାଜସ୍ଥାନ ମାମଲାରେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

Jul 23, 2020, 02:59 PM IST
ହ୍ୟୁଷ୍ଟନରେ ଚୀନର ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିବ ଆମେରିକା, ଚୀନର କଡ଼ା ନିନ୍ଦା

ହ୍ୟୁଷ୍ଟନରେ ଚୀନର ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିବ ଆମେରିକା, ଚୀନର କଡ଼ା ନିନ୍ଦା

ଆମେରିକା ଓ ଚୀନ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବ୍ୟବହାର ତଥା ଆକ୍ରୋଶମୂଳକ ମନୋଭାବ କାରଣରୁ ଆମେରିକା କଠୋର ପଦକ୍ଷେପ ନେବାକୁ ଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ହ୍ୟୁଷ୍ଟନଠାରେ ଥିବା ଚୀନୀ ବାଣିଜ୍ୟ ଦୂତାବାସକୁ ବନ୍ଦ କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି। 

Jul 23, 2020, 10:18 AM IST
ଭୂମି ପୂଜନରେ ଶିବସେନା ସୁପ୍ରିମୋଙ୍କ ଯୋଗଦାନକୁ ନେଇ ମହବିକାଶ ଅଘାଡିରେ ନାହିଁ ମତପାର୍ଥକ୍ୟ: ଦଳୀୟ ମୁଖପାତ୍ର

ଭୂମି ପୂଜନରେ ଶିବସେନା ସୁପ୍ରିମୋଙ୍କ ଯୋଗଦାନକୁ ନେଇ ମହବିକାଶ ଅଘାଡିରେ ନାହିଁ ମତପାର୍ଥକ୍ୟ: ଦଳୀୟ ମୁଖପାତ୍ର

ଅଯୋଧ୍ୟରେ ପ୍ରତିଷ୍ଠା ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଯୋଗଦାନକୁ ସରଗରମ ହୋଇଉଠିଛି ରାଜନୀତି।

Jul 22, 2020, 08:55 PM IST
ରାମ ମନ୍ଦିରର ଭୂମି ପୂଜନ ପୂର୍ବରୁ ବାବ୍ରି ମସଜିଦ ମାମଲା ବନ୍ଦ କରିବାକୁ ଶିବସେନାର ଦାବି

ରାମ ମନ୍ଦିରର ଭୂମି ପୂଜନ ପୂର୍ବରୁ ବାବ୍ରି ମସଜିଦ ମାମଲା ବନ୍ଦ କରିବାକୁ ଶିବସେନାର ଦାବି

ରାମ ମନ୍ଦିରର ଭୂମି ପୂଜନ ପୂର୍ବରୁ କୋର୍ଟରେ ପଡି ରହିଥିବା ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାକୁ ବନ୍ଦ କରିବାକୁ ଦାବି କରିଛି ଶିବସେନା ।

Jul 22, 2020, 08:11 PM IST
ଇତିହାସ ରଚିଲା ୨୨ ଜୁଲାଇ, ଚନ୍ଦ୍ରାୟନ-୨ ଅଭିଯାନକୁ ପୂରିଲା ବର୍ଷେ

ଇତିହାସ ରଚିଲା ୨୨ ଜୁଲାଇ, ଚନ୍ଦ୍ରାୟନ-୨ ଅଭିଯାନକୁ ପୂରିଲା ବର୍ଷେ

ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ବର୍ଷେ ପୂରଣ କରିଛି  ଚନ୍ଦ୍ରାୟନ-୨ ଅଭିଯାନ।

Jul 22, 2020, 07:26 PM IST
 ପ୍ରବଳ ବର୍ଷା ପରେ ଦାର୍ଜିଲିଂରେ ଭୂସ୍ଖଳନ, ମିଳିନାହିଁ କ୍ଷୟକ୍ଷତି ରିପୋର୍ଟ

ପ୍ରବଳ ବର୍ଷା ପରେ ଦାର୍ଜିଲିଂରେ ଭୂସ୍ଖଳନ, ମିଳିନାହିଁ କ୍ଷୟକ୍ଷତି ରିପୋର୍ଟ

ପ୍ରବଳ ବର୍ଷା ପରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି ।

Jul 22, 2020, 06:53 PM IST
ଭାରତ ସହ ଲୁଚକାଳି ଖେଳୁଛି ଚୀନ; ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ହଟିନାହିଁ ଡ୍ରାଗନ ଆର୍ମି

ଭାରତ ସହ ଲୁଚକାଳି ଖେଳୁଛି ଚୀନ; ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ହଟିନାହିଁ ଡ୍ରାଗନ ଆର୍ମି

ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ଏ ପର୍ଯ୍ୟନ୍ତ ହଟିନାହିଁ ଡ୍ରାଗନ ଆର୍ମୀ  ।

Jul 22, 2020, 06:07 PM IST
 ଶତ୍ରୁ ପକ୍ଷଙ୍କୁ ମିଳିବ ଜବାବ; ବାଲେଶ୍ୱରରେ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ ଦୁର୍ବାସ୍ତ୍ରର ସଫଳ ପରୀକ୍ଷଣ

ଶତ୍ରୁ ପକ୍ଷଙ୍କୁ ମିଳିବ ଜବାବ; ବାଲେଶ୍ୱରରେ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ ଦୁର୍ବାସ୍ତ୍ରର ସଫଳ ପରୀକ୍ଷଣ

ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ ଦୁର୍ବାସ୍ତ୍ରର ସଫଳ ପରୀକ୍ଷଣ ବାଲେଶ୍କୱର ଠାରେ ରାଯାଇଛି ।

Jul 22, 2020, 05:20 PM IST
 ଏନସିଇଆରଟି ପୁସ୍ତକରୁ ହଟିଲା ବିଚ୍ଛିନତାବାଦୀ ଆନ୍ଦୋଳନ, ସାମିଲ ହେଲା ୩୭୦ ଉଚ୍ଛେଦ ଅଧ୍ୟାୟ

ଏନସିଇଆରଟି ପୁସ୍ତକରୁ ହଟିଲା ବିଚ୍ଛିନତାବାଦୀ ଆନ୍ଦୋଳନ, ସାମିଲ ହେଲା ୩୭୦ ଉଚ୍ଛେଦ ଅଧ୍ୟାୟ

ଚଳିତ ୨୦୨୦-୨୧ ଶିକ୍ଷାବର୍ଷରେ ପାଠ୍ୟକ୍ରମରେ ପରିବର୍ତ୍ତନ କରିଛି ଏନସିଇଆରଟି  ।

Jul 22, 2020, 04:38 PM IST
ଓବିସି ସଂରକ୍ଷଣ ପ୍ରସଙ୍ଗ; ମନ୍ତ୍ରୀ କହିଲେ କୁମ୍ଭୀର କାନ୍ଦଣା ବନ୍ଦ କରୁ କଂଗ୍ରେସ

ଓବିସି ସଂରକ୍ଷଣ ପ୍ରସଙ୍ଗ; ମନ୍ତ୍ରୀ କହିଲେ କୁମ୍ଭୀର କାନ୍ଦଣା ବନ୍ଦ କରୁ କଂଗ୍ରେସ

ଓବିସି ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ।

Jul 22, 2020, 03:41 PM IST
ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi) ଆଜି ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଦ୍ଧିତ କରିବେ। ଭାରତୀୟ ସମୟ ରାତି ପ୍ରାୟ ସାଢେ ୮ଟା ସମୟରେ ଏହି ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧିତ କରିବେ। ତେବେ ଏହି ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନକୁ ସମଗ୍ର ବିଶ୍ୱର ନଜର ରହିଛି। 

Jul 22, 2020, 03:36 PM IST
ମାଲ ପରିବହନ କ୍ଷମତା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ

ମାଲ ପରିବହନ କ୍ଷମତା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ

ମାଲ ପରିବହନ କ୍ଷମତା ବଢାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ରେଳବାଇ ।    

Jul 22, 2020, 02:51 PM IST
ଗେହଲଟଙ୍କ ଭାଇ ଅଗ୍ରସେନଙ୍କ ଘରେ ପଶିଲା ଇଡି

ଗେହଲଟଙ୍କ ଭାଇ ଅଗ୍ରସେନଙ୍କ ଘରେ ପଶିଲା ଇଡି

 ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ନିକଟତର ଲୋକଙ୍କ ଉପରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଥିଲା । 

Jul 22, 2020, 01:21 PM IST