ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, କିପରି ଜାଣିବେ ପଢ଼ନ୍ତୁ...
Advertisement
Article Detail0/zeeodisha/odisha2298963

ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, କିପରି ଜାଣିବେ ପଢ଼ନ୍ତୁ...

ପରୀକ୍ଷାର୍ଥୀ ମାନେ (ଓଏସଏସଟିଇଟି) OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ। ସେଥିରେ ନିଜ ଇ-ମେଲ୍‌ ଆଡ୍ରେସ୍ ଓ ପାସ୍‌ୱାର୍ଡ ଦିଅନ୍ତୁ।

ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, କିପରି ଜାଣିବେ ପଢ଼ନ୍ତୁ...

ଭୁବନେଶ୍ଵର: ଆଜି ପ୍ରକାଶ ପାଇଛି ଓଏସଏସଟିଇଟି ପରୀକ୍ଷା ଫଳ। www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଥିବା ବେଳେ ପରୀକ୍ଷାର୍ଥୀମାନେ ଏହି ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ।

ପ୍ରଥମେ ପରୀକ୍ଷାର୍ଥୀ ମାନେ (ଓଏସଏସଟିଇଟି) OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ। ସେଥିରେ ନିଜ ଇ-ମେଲ୍‌ ଆଡ୍ରେସ୍ ଓ ପାସ୍‌ୱାର୍ଡ ଦିଅନ୍ତୁ। ଏହାପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରନ୍ତୁ। ଏହାପରେ OSSTET Result 2024 ଉପରେ କ୍ଲିକ୍ କରି ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖି ପାରିବେ।