राष्ट्रीय राजधानी दिल्ली के विकास कार्यों को गति देने के लिए इस वित्तीय वर्ष में केंद्र सरकार से लगभग 7,000 करोड़ रुपये का बड़ा फंड मिलने की उम्मीद है. यह राशि पिछले सालों के मुकाबले काफी अधिक है और इससे शहर की बुनियादी सुविधाओं में बड़े सुधार की संभावना जताई जा रही है.
राष्ट्रीय राजधानी दिल्ली के विकास कार्यों को गति देने के लिए इस वित्तीय वर्ष में केंद्र सरकार से लगभग 7,000 करोड़ रुपये का बड़ा फंड मिलने की उम्मीद है. यह राशि पिछले सालों के मुकाबले काफी अधिक है और इससे शहर की बुनियादी सुविधाओं में बड़े सुधार की संभावना जताई जा रही है.
8th pay commision: ଅଷ୍ଟମ ବେତନ କମିଶନ ପୂର୍ବରୁ ୧.୫ କୋଟି କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର।
8th Pay Commission: ଅଷ୍ଟମ ବେତନ କମିଶନକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଖବର ଆଶ୍ୱସ୍ତି ପ୍ରଦାନ କରିପାରେ
DA Hike: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବିଶେଷ ହେବାକୁ ଯାଉଛି ଏଥର ଦୀପାବଳି। ସରକାର କର୍ମଚାରୀମାନଙ୍କ ପାଇଁ ଦୁଇଟି ଖୁସି ଖବର ଘୋଷଣା କରିପାରନ୍ତି। ପ୍ରଥମତଃ, ସରକାର ମହଙ୍ଗା ଭତ୍ତା (DA) ତିନି ପ୍ରତିଶତ ବୃଦ୍ଧି କରିପାରନ୍ତି।
DA Hike News: ଏହା ଜୁଲାଇ ୨୦୨୫ ରୁ କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯିବ, ଅର୍ଥାତ୍ କର୍ମଚାରୀ ଏବଂ ପେନସନଭୋଗୀମାନେ ମଧ୍ୟ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନି ମାସର ବକେୟା ପାଇବେ, ଯାହା ଅକ୍ଟୋବର ମାସର ଦରମା ସହିତ ଦିଆଯିବାର ସମ୍ଭାବନା ଅଛି।
DA Hike: ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ରେ ୨% ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ (DR) ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇବ।
Special Leave: सरकार ने इसे कर्मचारियों के लिए एक महत्वपूर्ण कल्याणकारी पहल बताया है. कहा गया है कि इससे जरूरतमंदों को जीवन बचाने में मदद मिलेगी. एक्सपर्ट्स का भी मानना है कि इस तरह के फैसले से अंगदान करने वालों की संख्या बढ़ेगी.
HMPV: ହ୍ୟୁମ୍ୟାନ ମେଟା ନ୍ୟୁମୋ (ଏଚ୍ଏମ୍ପି)ଭାଇରସ୍ର ସଂକ୍ରମଣକୁ ଦେଖ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ପରାମର୍ଶ ଜାରି କରିଛନ୍ତି। ରାଜ୍ୟଗୁଡ଼ିକୁ ଏ କ୍ଷେତ୍ରରେ ସତର୍କ ରହି ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।
स्वतंत्रता दिवस पर समान नागरिक संहिता की वकालत करते हुए प्रधानमंत्री ने मौजूदा सिविल कोड को सांप्रदायिक नागरिक संहिता बताया है. मोदी के इस ब्यान से भाजपा को फायदा कम और नुक्सान ज्यादा उठाना पड़ सकता है. इससे केंद्र सरकार अपने तीन सहयोगी दलों JDU, TDP और LJP (चिराग पासवान) का इस मुद्दे पर समर्थन खो सकती है.
Waqf Board Bill News: ਲੋਕ ਸਭਾ ਦੀ ਕਾਰੋਬਾਰੀ ਸਲਾਹਕਾਰ ਕਮੇਟੀ ਵਿੱਚ ਵਕਫ਼ ਬੋਰਡ ਸੋਧ ਬਿੱਲ ਸਬੰਧੀ ਚਰਚਾ ਹੋਈ।
ଗୋଟିଏ ମୂଲ୍ୟଯୁକ୍ତ କର ବା ଭ୍ୟାଟ୍ ହୋଇଥିବା ବେଳେ ଅନ୍ୟ ଦୁଇଟି ରହିଛି କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଏବଂ କେନ୍ଦ୍ରୀୟ ସେଲ୍ସ ଟ୍ୟାକ୍ସ ଲାଗୁ ହେଉଛି। ଏହାଦ୍ୱାରା ପ୍ରତି ରାଜ୍ୟରେ ଏହି ପ୍ରକାର ଉତ୍ପାଦ ଗୁଡ଼ିକର ଦର ଅଲଗା ଅଲଗା ରହୁଛି। ଅନେକ ସମୟରେ ଦର ବୃଦ୍ଧି ହେଲେ ସେଥିରୁ ରାଜ୍ୟ ଓ କେନ୍ଦ୍ର ସରକାର ଫାଇଦା ପାଉଛନ୍ତି କିନ୍ତୁ ଗ୍ରାହକ ହନ୍ତସନ୍ତ ହେଉଛନ୍ତି।
ଆଗାମୀ କାର୍ଯ୍ୟର ସଫଳତା ନିଶ୍ଚିତ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସରକାର ପୂର୍ବ ଋଣର ୬୦ ହଜାର କୋଟି ଟଙ୍କା ସମୟ ପୂର୍ବରୁ ଫେରସ୍ତ କରିବାକୁ ଯୋଜନା କରୁଛନ୍ତି।
PMGKAY: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନା (PMGKAY)କୁ ପାଞ୍ଚ ବର୍ଷ ବଢାଇବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି।
DA Hike Latest Updates: କେନ୍ଦ୍ର ସରକାର ଡିଏ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି। ୧ ଜାନୁଆରୀ ୨୦୨୪ ରୁ ନୂତନ DA ହାର ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତକୁ ବୃଦ୍ଧି ପାଇଛି।
7th pay commission: ହୋଲିର ଠିକ୍ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏକ ବଡ଼ ଖବର ପାଇବାକୁ ଯାଉଛନ୍ତି। ବାସ୍ତବରେ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ବୈଠକରେ ୪ ପ୍ରତିଶତ ମହଙ୍ଗା ଭତ୍ତା (DA) ଅନୁମୋଦନ ହୋଇପାରେ।
ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ବାର୍ଷିକ ମାତ୍ର 20 ଟଙ୍କା ବ୍ୟୟରେ 2 ଲକ୍ଷ ଟଙ୍କା ବୀମା ମିଳିପାରିବ ।
Farmer Protest: सूचना एवं प्रसारण मंत्रालय द्वारा ' X' पर एक पोस्ट किया गया है, जिसमें केंद्र सरकार ने पंजाब के किसानों के आंदोलन पर सवाल उठाते हुए केंद्र सरकार के 10 साल का लेखा-जोखा पेश किया गया है.
अलीपुर इलाके में दिल्ली धाम बाबा खाटू श्याम मंदिर बनने के बाद कुछ ही दिनों में वहां श्रद्धालुओं का ताता लगना शुरू हो गया है. हजारों लाखों की तादाद में श्रद्धालु मंदिर तक पहुंचाते हैं, लेकिन कई बार सड़क पार करते हुए कुछ श्रद्धालुओं की दर्दनाक मौतें भी हो चुकी है.
PM Modi On Unemployment: ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପିଏମ ମୋଦୀ । ଦେଶରେ ବଢୁଥିବା ବେକାରୀ ସମସ୍ୟା ଏବଂ ମହଙ୍ଗା ପ୍ରସଙ୍ଗରେ ଆଲୋଚନା କରି କହିଛନ୍ତି ଯେ, ବର୍ତ୍ତମାନ ନିଯୁକ୍ତି ବଢାଇବା ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା ।
କରୋନା ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର କେନ୍ଦ୍ର ରାଜ୍ୟମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ନିକଟରେ କୋଭିଡ୍ ସବ୍-ଭାରିଆଣ୍ଟ JN.1 ର ପ୍ରଥମ ମାମଲା ମିଳିଛି ।
ଭାରତର ଆଭ୍ୟନ୍ତରୀଣ ପର୍ଯ୍ୟଟନକୁ ବିକଶିତ କରିବା ତଥା ଦେଶୀୟ ଲୋକଙ୍କୁ ବିଦେଶ ଯିବା ବଦଳରେ ନିଜ ଦେଶର ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସ୍ୱଦେଶ ଦର୍ଶନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ଭାରତର ବିଭିନ୍ନ ରାଜ୍ୟର ୭୬ଟି ପ୍ରକଳ୍ପକୁ ଧ୍ୟାନ ଦିଆଯାଇଛି।