• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ବିଜେପି ଉପରେ ବର୍ଷିଲେ ଓଓ୍ୱେସୀ

ବିଜେପି ଉପରେ ବର୍ଷିଲେ ଓଓ୍ୱେସୀ

ଜମାତିଙ୍କୁ ନେଇ ଏପରି କହିଲେ ଓଓ୍ୱେସୀ

Edited ByZee Odisha Desk
Published: Apr 09, 2020, 08:27 PM IST|Updated: Apr 09, 2020, 08:27 PM IST
joinshare
ବିଜେପି ଉପରେ ବର୍ଷିଲେ ଓଓ୍ୱେସୀ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha News: '୨୦୩୬ ସୁଦ୍ଧା ବାର୍ଷିକ ୧୦୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛି ଓଡି଼ଶା'

    Odisha News: '୨୦୩୬ ସୁଦ୍ଧା ବାର୍ଷିକ ୧୦୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛି ଓଡି଼ଶା'

    2

    Noida Airport Renamed: ବଦଳିଲା ନୋଏଡା ଏୟାରପୋର୍ଟ ନାଁ,ଜେୱାର ଏୟାରପୋର୍ଟ ନାଁ ହେଲା...

    3

    Love Horoscope: ଅକ୍ଟୋବର ୧୦ରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

    4

    CJPକୁ ଜନ୍ତରମନ୍ତରରେ ପ୍ରଦର୍ଶନ ମନା, ଟ୍ରେନ୍ ବାତିଲ୍ ଓ ମଦ ଦୋକାନ ବନ୍ଦ

    5

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କୋରୋନାକୁ ନେଇ ସଂକଟ ଲାଗି ରହିଛି। ସେପଟେ ମିଥ୍ୟା ଖବର ପ୍ରଚାର କରି ଏହାକୁ ଆହୁରି ଗୁରୁତର ରୂପ ଦିଆଯାଉଛି। ତେବେ ଏହାରି ମଧ୍ୟରେ ନିଜାମୁଦ୍ଦିନରେ ହୋଇଥିବା ମକରଜରେ ଜମାତଙ୍କୁ ନେଇ ମୁଁହ ଖୋଲିଛନ୍ତି ଏଆଇଏମଆଇଏମର ମୁଖ୍ୟ ଓସୁଦୁଦ୍ଦିନ ଓଓ୍ୱେସୀ। ସେ ଟ୍ୱିଟ ଜରିଆରେ ସିଧାସଳଖ ବିଜେପି ଉପରେ ବର୍ଷିଛନ୍ତି। 

    ସେ ମଙ୍ଗଳବାର ଟ୍ୱିଟ କରି କହିଛନ୍ତି କି, ବିନା ଯୋଜନାରେ ଦେଶରେ ଲକଡାଉନ ସ୍ଥିତିକୁ ଜାରି କରାଯାଇଛି। ଏହା ସହିତ କୋରୋନା ବିପକ୍ଷରେ ଅଶିକ୍ଷିତଙ୍କ ଭଳି ଲଢାଯାଉଛି। ଏପରିକି ଆଲୋଚନାକୁ ନ ଆସିବାକୁ ମଧ୍ୟ ସେମାନେ ଆପୋଷ ବୁଝାମଣା କରିନେଇଛନ୍ତି। ଏପରିକି ଆଲୋଚନାକୁ ଆସିବାକୁ ମଧ୍ୟ ଡରୁଛନ୍ତି ବୋଲି ସେ କହିଛନ୍ତି। ବିଜେପିର ମୁଖପାତ୍ରମାନଙ୍କୁ ମାଲୁମ ହେବାର ଆବଶ୍ୟକତା ରହିଛି ଯେ, ହ୍ୱାଟସଆପ ଜରିଆରେ ବାର୍ତ୍ତା ଫରଓ୍ୱାର୍ଡ କଲେ କୋରୋନାକୁ ହରାଇ ପାରିବା ନାହିଁ। 

    ସେ ଟ୍ୱିଟ ମାଧ୍ୟମରେ ଆହୁରି ମଧ୍ୟ କହିଛନ୍ତି କି, ମୁସଲିମମାନଙ୍କୁ ଢାଲ କରିବା କିମ୍ବା ସେମାନଙ୍କୁ ବଳିର ବକ୍ରି କରିବା କୋରୋନାର ଔଷଧ ନୁହେଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଯାଞ୍ଚର କିଟ ନାହିଁ କିନ୍ତୁ ମୁସଲିମ ମାନଙ୍କୁ ବାରମ୍ବାର ସମାଲୋଚନା କରାଯାଉଛି ବୋଲି ସେ କହିଥିଲେ। ତେବେ ତାଙ୍କର ଏହି ଟ୍ୱିଟର ପ୍ରତିକ୍ରିୟା ମଧ୍ୟ ମିଳିଛି। 

    ଜଣେ ଟ୍ୱିଟର ହ୍ୟାଣ୍ଡେଲକାରୀ ଲେଖିଛନ୍ତି ଯେ, ଇସଲାମ ଦୁନିଆର ଦ୍ୱିତୀୟ ସର୍ବବହୁଳ ଧର୍ମ। ମାତ୍ର ସବୁଠାରେ ଚିନ୍ତିତ। ୫୦ରୁ ଊର୍ଦ୍ଧ୍ୱ ଇସଲାମୀ ଦେଶ ରହିଛି। ମାତ୍ର କେଉଁଠାରେ ମଧ୍ୟ ଲୋକତନ୍ତ୍ର ନାହିଁ। ଏହା ଲେଖିବା ପରେ ସେ ଟ୍ୱିଟ ତଳେ ମେରା ଭାରତ ମହାନ ଲେଖିଥିଲେ। 

    Add Zee News as a Preferred Source
    TAGS:
    Asaduddin Owaisi
    Corona virus
    AIMIM
    Tweet
    BJP