ପାଲଘର: ୨ ସାଧୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କୋରୋନା ପଜିଟିଭ୍

ଗୁରୁବାର ପାଲଘର ହିଂସାକାଣ୍ଡରେ ସମ୍ପୃକ୍ତ ୧୦୧ ଅଭିଯୁକ୍ତଙ୍କୁ ଡହାଣୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସମସ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ଅଦାଲତ ।

ପାଲଘର: ୨ ସାଧୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କୋରୋନା ପଜିଟିଭ୍
Image Credit: ପ୍ରତୀକାତ୍ମକ ଫଟୋ

About the Author