ପ୍ଲାଷ୍ଟିକ ଅଣ୍ଡା ଖାଉଛନ୍ତି ଗର୍ଭବତୀ !
Advertisement

ପ୍ଲାଷ୍ଟିକ ଅଣ୍ଡା ଖାଉଛନ୍ତି ଗର୍ଭବତୀ !

ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ । ଗର୍ଭବତୀ ଓ ପ୍ରସୂତିଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଆମପାଲି ପଞ୍ଚାୟତ ଭେଲୁଆଁଭଟା ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଗର୍ଭବତୀ ମହିଳାମାନେ ଅଭିଯୋଗ କରିଛନ୍ତି ।

  • ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ
  • ଗର୍ଭବତୀ ଓ ପ୍ରସୂତିଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି
  • ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଆମପାଲି ପଞ୍ଚାୟତ ଭେଲୁଆଁଭଟା ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଗର୍ଭବତୀ ମହିଳାମାନେ ଅଭିଯୋଗ କରିଛନ୍ତି 

Trending Photos

  ପ୍ଲାଷ୍ଟିକ ଅଣ୍ଡା ଖାଉଛନ୍ତି ଗର୍ଭବତୀ !

ବଲାଙ୍ଗିର: ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ । ଗର୍ଭବତୀ ଓ ପ୍ରସୂତିଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଆମପାଲି ପଞ୍ଚାୟତ ଭେଲୁଆଁଭଟା ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଗର୍ଭବତୀ ମହିଳାମାନେ ଅଭିଯୋଗ କରିଛନ୍ତି । ଭେଲୁଆଁଭଟା ଅଙ୍ଗନବାଡି କେନ୍ଦ୍ରରେ ଗତ ଶୁକ୍ରବାର ଗର୍ଭବତୀ ମାନଙ୍କୁ ଏହି ଅଣ୍ଡା ଦିଆଯାଇଥିଲା । 
 

ପରେ ସେହି ଅଣ୍ଡାକୁ ତରକାରୀ କରିବା ବେଳେ କିଛି ହିତାଧିକାରୀ ପ୍ଲାଷ୍ଟିକ କେଶର ବାହାରିଥିବା ଜାଣିବାକୁ ପାଇଲେ । ଏହି ଘଟଣା ପ୍ରଘଟ ହେବା ପରେ ସାଧାରଣ ଲୋକେ ଆତଙ୍କିତ ହୋଇଛନ୍ତି ।