• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /ୟୁଥଙ୍କ ଚଏସ ଚିଙ୍ଗାରୀ, ୨ଦିନରେ ୩୦ ଲକ୍ଷ ଡାଉନଲୋଡ଼ !

ୟୁଥଙ୍କ ଚଏସ 'ଚିଙ୍ଗାରୀ', ୨ଦିନରେ ୩୦ ଲକ୍ଷ ଡାଉନଲୋଡ଼ !

ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି ଚିଙ୍ଗାରୀ...

Edited ByZee Odisha Desk
Published: Jul 01, 2020, 04:22 PM IST|Updated: Jul 01, 2020, 04:24 PM IST
joinshare
ୟୁଥଙ୍କ ଚଏସ 'ଚିଙ୍ଗାରୀ', ୨ଦିନରେ ୩୦ ଲକ୍ଷ ଡାଉନଲୋଡ଼ !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Desi Liquor Seized: ପାନ ଦୋକାନରେ ଚାଲିଥିଲା ଦେଶୀ ମଦ ବେପାର, ଧରାପଡ଼ିଲେ ମହିଳା

    Desi Liquor Seized: ପାନ ଦୋକାନରେ ଚାଲିଥିଲା ଦେଶୀ ମଦ ବେପାର, ଧରାପଡ଼ିଲେ ମହିଳା

    2

    ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ"ର ଟାଇଟିଲ ଘୋଷଣା

    3

    Scrub Typhus: ସ୍କ୍ରବ୍ ଟାଇଫସ୍ ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍

    4

    ଆଜି କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

    5

    ନନ୍ଦନକାନନରେ ଓରାଙ୍ଗଉଟାନ, ବାଲେଶ୍ବରରେ ଖୋଳତାଡ଼ ଆରମ୍ଭ...

    ନୂଆଦିଲ୍ଲୀ: ଦେଶର ସୁରକ୍ଷା ତଥା ତଥ୍ୟ ଚୋରୀକୁ ରୋକିବା ଲକ୍ଷରେ ଭାରତରେ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଫଳରେ ଟିକଟକ ମଧ୍ୟ ବନ୍ଦ ହୋଇଯାଇଛି। ତେବେ ଟିକଟକର ଅନୁରୂପ ଆପ ତିଙ୍ଗାରୀ ଏବେ ଭାରତୀୟଙ୍କ ବେଶ ଲୋକପ୍ରିୟ ହୋଇପାରିଛି। ମାତ୍ର ଦୁଇଦିନ ମଧ୍ୟରେ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଡାଉନଲୋଡ଼ କରିଛନ୍ତି। 

    ଚିଙ୍ଗାରି ଆପକୁ ଗତବର୍ଷ ବେଙ୍ଗାଲୁରୁରେ ଅପସ୍ଥାପିତ ପ୍ରୋଗ୍ରାମର ବିଶ୍ୱାନ୍ତ ନାୟକ ଏବଂ ସିଦ୍ଧାର୍ଥ ଗୌତମଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା। ମାତ୍ର ଏବେ ତାହା ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଗୁଗୁଲ ପ୍ଲେ ଷ୍ଟୋରରେ ଏବେ ଶୀର୍ଷ ସ୍ଥାନରେ ରହିଛି। 

    ବିଶ୍ୱାନ୍ତ କହିଛନ୍ତି, 'ଯେହେତୁ ଭାରତୀୟମାନେ ଏହି ସମୟରେ ଦେଶୀ ଏବଂ ଟିକ୍-ଟକ୍ ଭଳି ଏକ ପ୍ଲାଟଫର୍ମ ଆବଶ୍ୟକ କରୁଥିଲେ, ତେଣୁ ଆମେ ସେମାନଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରୁଛୁ । ଚିଙ୍ଗାର ଆପ୍ ଏକ ନୂଆ ମାଇଲ ଷ୍ଟୋନ ଛିଡ଼ା କରିଛି। ଯେଉଁଥିରେ ଅନେକ ନିବେଶକ ଆମ ଆପ୍ ପ୍ରତି ଆଗ୍ରହ ଦେଖାଉଛନ୍ତି । ଆମେ ଏହି ପ୍ଲାଟଫର୍ମକୁ ସମାଜକୁ ମାଗଣା ସେବା ପ୍ରଦାନ କରିବୁ।

    ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟିକଟକ ବ୍ୟବହାର କରିନାହାଁନ୍ତି, କିନ୍ତୁ ଏହି ଦେଶୀ ଆପକୁ ସମର୍ଥନ କରିଛନ୍ତି। ଏପରିକି ସେ ଏହାକୁ ଡାଉନଲୋଡ୍ କରିଥିଲେ । ସେ ଟୁଇଟ୍ କରି କହିଛନ୍ତି, ତୁମକୁ ଏହି ଆପ ପାଇଁ ଅନେକ ଅନେକ ଶୁଭେଚ୍ଛା। ମୁଁ ଚେଷ୍ଟା କରିବି ଆପଣଙ୍କୁ ଏହି କାର୍ଯ୍ୟକୁ ବଢାଇବା ଦିଗରେ ଅଧିକରୁ ଅଧିକ ଶକ୍ତି ଯୋଗାଇବାକୁ ବୋଲି ଆନନ୍ଦ ଟ୍ୱିଟ ଯୋଗେ କହିଛନ୍ତି।

    ଆପ ଉପଭୋକ୍ତାଙ୍କୁ ଭିଡିଓ ଡାଉନଲୋଡ୍ ଏବଂ ଅପଲୋଡ୍ କରିବାକୁ, ସାଙ୍ଗମାନଙ୍କ ସହିତ ଚାଟ୍ କରିବାକୁ, ନୂତନ ଲୋକଙ୍କ ସହ ଚାଟ୍ କରିବାକୁ, ବିଷୟବସ୍ତୁ ଅଂଶୀଦାର କରିବାକୁ ଏବଂ ଫିଡ୍ ମାଧ୍ୟମରେ ବ୍ରାଉଜ୍ କରିବାର ସୁବିଧା ରହିଛି । ଏହି ଆପ୍ ଇଂରାଜୀ, ହିନ୍ଦୀ, ବଙ୍ଗାଳୀ, ଓଡିଆ, ଗୁଜୁରାଟୀ, ମରାଠୀ, କନ୍ନଡ, ପଞ୍ଜାବୀ, ମାଲାୟାଲମ୍, ତାମିଲ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ।

    Add Zee News as a Preferred Source
    TAGS:
    chingari
    TikTok
    Indian App
    china
    Chinese App