V. K. Pandian: କାହିଁକି ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ୍‍, ଜାଣନ୍ତୁ ଏହାର ବଡ଼ କାରଣ

Written ByNarmada BeheraEdited By:Narmada Behera
Published: May 25, 2024, 11:41 AM IST|Updated: May 25, 2024, 12:06 PM IST

V. K. Pandian: ଭୁବନେଶ୍ୱରରେ ଭୋଟ ଦେଇଛନ୍ତି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। ନିଜ ସରକାରୀ ବାସଭବନରୁ ବୁଥକୁ ସେ ଅଟୋରେ ବସି ଆସିଥିଲେ। ଏବଂ ୟୁନିଟ୍ ୬ ସରକାରୀ ହାଇସ୍କୁଲର ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ୍ ଦେଇଥିଲେ। ଦେଖନ୍ତୁ ସେହି ସମୟର କିଛି ଫଟୋ...