CM Naveen Patnaik: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୋଟରଙ୍କୁ କହିଲେ...

Written ByNarmada BeheraEdited By:Narmada Behera
Published: May 25, 2024, 02:40 PM IST|Updated: May 25, 2024, 02:40 PM IST

CM Naveen Patnaik:  ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି।  ସମୁଦାୟ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ମତଦାନ କରିଛନ୍ତି। ଦେଖନ୍ତୁ କିଛି ଫଟୋ...