Puri News: ପାଖେଇ ଆସୁଛି ରଥଯାତ୍ରା । ଏନେଇ ଚଳଚଞ୍ଚଳ ହୋଇପଡିଛି ରଥ ଖଳା। ରଥ ନିର୍ମାଣରେ ଲାଗିପଡିଛନ୍ତି କାରିଗର। କାହାରି ହାତକୁ ତର ନାହିଁ। ତେବେ, ଏହାରି ମଧ୍ୟରେ ତିନିରଥର ସମସ୍ତ ଚକ ନିର୍ମାଣ ଶେଷ ହୋଇଛି। ଦେଖନ୍ତୁ କିଛି ଝଲକ୍...
1/5ତିନିରଥର ସମସ୍ତ ଚକ ନିର୍ମାଣ ଶେଷ ହୋଇଛି।
2/5ପାଞ୍ଚ ଦଣ୍ଡାରେ ଚଉପଟ କାର୍ଯ୍ୟ ଜାରି ରହିଥିବା ବେଳେ ପୋଲ ଗୟକ ଚିରଟ କାର୍ଯ୍ୟ ମଧ୍ଯ ଚାଲୁ ରହିଛି।
3/5ତେବେ,ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ, ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ।
4/5ଏହାକୁ ଦୃଷ୍ଟିରେ ରଖି ଆଗେଇ ଚାଲିଛି ରଥନିର୍ମାଣ କାମ ।
5/5୩ ରଥର ତିନି ଭୁଇଁ ନିର୍ମାଣ ପାଇଁ ୧୨ଟି ଲେଖାଏଁ ଭୁଇଁଚଉତା କାଠର ବିନ୍ଧ କାର୍ଯ୍ୟ ସରିଛି।