Vote: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ବରିଷ୍ଠ ନାଗରିକ ଓ ମହିଳା, ଦେଖନ୍ତୁ କିଛି ଝଲକ

Written ByNarmada BeheraEdited By:Narmada Behera
Published: May 25, 2024, 03:04 PM IST|Updated: May 25, 2024, 03:04 PM IST

Vote: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି।  ସମୁଦାୟ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି।  ଗଣତନ୍ତ୍ରର ଏହି ମହାନ୍ ପର୍ବରେ ରାଜ୍ୟବାସୀ ମଧ୍ୟ ସାମିଲ୍ ହୋଇଛନ୍ତି। ଦେଖନ୍ତୁ କିଛି ଫଟୋ...