ବିଜେପିକୁ ଆଉ ଏକ ଝଟକା, TMCରେ ସାମିଲ ହେଲେ ବିଧାୟକ ତୁଷାର କାନ୍ତି ଭଟ୍ଟାଚାର୍ଯ୍ୟ

୨୦୧୯ ଲୋକସଭା ନିର୍ବାଚନରେ ବିଜେପି (BJP) ର ଭଲ ପ୍ରଦର୍ଶନ ପରେ ଭଟ୍ଟାଚାର୍ଯ୍ୟ (Tushar Kanti Bhattacharya) ଦଳର ଜାତୀୟ ସଚିବ କୈଳାଶ ବିଜୟଭର୍ଗିଆ (Kailash Vijayvargiya) ଙ୍କ ଉପସ୍ଥିତିରେ ଦଳର ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଥିଲେ ।

ବିଜେପିକୁ ଆଉ ଏକ ଝଟକା, TMCରେ ସାମିଲ ହେଲେ ବିଧାୟକ ତୁଷାର କାନ୍ତି ଭଟ୍ଟାଚାର୍ଯ୍ୟ

About the Author