Maharashtra Politics: କେମିତି ଭାଙ୍ଗିଲା ଉଦ୍ଧବ ସରକାର, କିଏ କଲା ଖେଳ? ପୁରା କାହାଣୀ କହିଲେ ଏକନାଥ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସର୍ବସାଧାରଣରେ କହିଛନ୍ତି ଯେ, ଶିବସେନା ନେତୃତ୍ୱ ବିରୋଧରେ ତାଙ୍କର 'ବିଦ୍ରୋହ' ପଛରେ ବିଜେପିର ସକ୍ରିୟ ଭୂମିକା ରହିଛି। ସିନ୍ଦେ କହିଛନ୍ତି ଯେ, ଗୁଜରାଟରୁ ଗୌହାଟୀ ଯିବା ପରେ ସେ ତାଙ୍କ ଦଳର ବିଧାୟକମାନେ ଶୋଇଥିବା ସମୟରେ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ।

Maharashtra Politics: କେମିତି ଭାଙ୍ଗିଲା ଉଦ୍ଧବ ସରକାର, କିଏ କଲା ଖେଳ? ପୁରା କାହାଣୀ କହିଲେ ଏକନାଥ
Image Credit: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

About the Author